ଧାନ ବିକ୍ରି କରିବାକୁ ମାର୍କେଡ ୟାର୍ଡରେ ଚାଷୀଙ୍କ ଆନ୍ଦୋଳନ

Published By : Prameya-News7 Bureau | June 04, 2019 IST

ବରଗଡ ୪|୬: ଧାନ ବିକିବାକୁ ମାର୍କେଡ ୟାର୍ଡରେ ଚାଷୀଙ୍କ ଆନ୍ଦୋଳନ । ଅତାବିରା ମାର୍କେଟ୍ ୟାର୍ଡରେ ଆନ୍ଦୋଳନରେ ବସିଛନ୍ତି ଚାଷୀ । ବରଗଡ ଜିଲ୍ଲା ମଣ୍ଡିରେ ପଡି ରହିଛି ଲକ୍ଷ ଲକ୍ଷ ବସ୍ତା ଧାନ । ବରଗଡ ଜିଲ୍ଲା ଚାଷୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଖରା ବର୍ଷା ସହି ମଣ୍ଡିରେ ନିଜ ଧାନ ବିକିବାକୁ ଅଧିଆ ପଡିଛନ୍ତି ଚାଷୀ । ଚାଷୀଙ୍କ ଆନ୍ଦୋଳନରେ ସାମିଲ ହେଲେ ବରଗଡ ବିଜେପି ସାଂସଦ ସୁରେଶ ପୂଜାରି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.