ସମବାୟ ସମିତି ଆଗରେ ଧାରଣାରେ ବସିଲେ ଚାଷୀ
22/11/2019 at 4:33 PM

ସୋର ୨୨।୧୧: ସୋର ଅଡ଼ଙ୍ଗ ସେବା ସମବାୟ ସମିତି ଆଗରେ ଧାରଣାରେ ବସିଲେ ଚାଷୀ । ଗତ ବାତ୍ୟା ବୁଲବୁଲରେ ୩୬ଟି ଗ୍ରାମରେ ବହୁ ମାତ୍ରାରେ ଚାଷ କ୍ଷୟକ୍ଷତି ହୋଇଥିବାରୁ ସରକାରଙ୍କ ଦ୍ବାରା କ୍ଷତି ହୋଇଥିବା ଚାଷ ଜମିର ତଦନ୍ତ କରି ବୀମା ରାଶି ପ୍ରଦାନ କରିବାକୁ ନିବେଦନ କରିଛନ୍ତି।

ଅନ୍ୟପଟେ ଋଣ କରି ଚାଷ କରିଥିବାରୁ ଋଣ ରାଶି ଛାଡ଼ କରିବା ପାଇଁ ମଧ୍ୟ ଦାବି କରିଛନ୍ତି ଏହି ଦାବିକୁ ନେଇ ଶତାଧିକ ଚାଷୀ ଧାରଣାରେ ବସିଛନ୍ତି ।
Related Posts
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021