Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ହାତୀପଲଙ୍କ ଉପଦ୍ରବରେ ଅତିଷ୍ଠ ଚାଷୀ, ଧାନ ଖାଇବା ସହ ଉଜାଡିଦେଲେ ଏକର ଏକର ଫସଲ

6/12/2021 at 10:36 AM

ରାଉରକେଲା ୦୬/୧୨: ସୁନ୍ଦରଗଡ଼ ଜିଲ୍ଲା ବଣାଇ, କୁଳିପୋଷ ରେଞ୍ଜ ଅଂଚଳରେ ପ୍ରାୟ ୧୫ ଟିକିଆ ହାତୀ ଆତଙ୍କ । ପାଚିଲା ଧାନ ଖାଇବା ସହିତ କଦଳୀ ଚାଷ, ପନିପରିବା ନଷ୍ଟ କରିଦେଇଛନ୍ତି । ଦଳ ଦଳ ହୋଇ ଏହି ହାତୀ ପଲ ବଣାଇ ରେଞ୍ଜର ଟେଣ୍ଡରା, ଖଜୁରୀ ବାହାଲ, ତିଳେଇ ସରା ଅଂଚଳ ରେ ଧାନ ନଷ୍ଟ କରୁ ଥିବା ବେଳେ ବିଡା ବନ୍ଧା ହୋଇଥରଖା ଯାଇଥିବା ଧାନ ଗଦା କୁ ଖାଇ ନଷ୍ଟ କରିଦେଉଛନ୍ତି।

ସେହିପରି କୁଲିପୋଷ ରେଞ୍ଜର ମହୁଲ ଡିହା ସେକ୍ସନ ଅଂଚଳରେ ୨୪ଟି ହାତୀପଲ ଏ ଅଂଚଳର ବଡ଼ଜଳ, ସାନଜଳ, ପ୍ରଭୃତି ଅଂଚଳରେ ମଧ୍ୟ ଉତ୍ପାତ ଚଳାଇ ଧାନ ଫସଲ ସହିତ କଦଳୀ ଚାଷ ମଧ୍ୟ ନଷ୍ଟ କରୁଛନ୍ତି । ଯାହା ଫଳରେ ଚାଷୀ ମାନେ ଏବେ ଅତିଷ୍ଟ । ରାତିରେ ନଷ୍ଟ କରି ଦିନରେ ଜଙ୍ଗଲକୁ ଚାଲି ଯାଉଛନ୍ତି । ବନ ବିଭାଗ, ସ୍ଥାନୀୟ ଗ୍ରାମବାସୀ ହାତୀଙ୍କୁ ଘଉଡ଼ାଇ ବାକୁ ଉଦ୍ୟମ ଜାରି ରଖିଥିବା ବେଳେ ଯାହା କ୍ଷତି ହେଇଛି ତାହା ହାତୀ ଅନୁକଂମ୍ପା ଦ୍ୱାରା ତାଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି ବନବିଭାଗ କହିଛି.

   Related Posts