Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ, ୧୦୫୦୦୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ଋଣଛାଡ଼ ଚାପ ! : 9pm Discussion on 19th Dec 2018

19/12/2018 at 11:57 PM

ଆମର ଆଜିର ବିତର୍କ- ଋଣଛାଡ ଚାପ !

୩ ହିନ୍ଦି ରାଜ୍ୟର ଫଳାଫଳ ପରେ ହଠାତ୍ ଦେଶର ସବୁ ରାଜନୈତିକ ଦଳ ଗୁଡିକର ଫୋକସ୍ ରେ ଏବେ ଚାଷୀ। ଅଚାନକ ସମସ୍ତଙ୍କୁ  ଅନୁଭୂତ ହୋଇଛି ଯେ ଚାଷୀ  ବିଚରାର ସମସ୍ୟାର ସମାଧାନ ତୁରନ୍ତ ହେବା ଦରକାର ।  ରାଜସ୍ଥାନ ବି କିଛି ସମୟ ଆଗରୁ ଘୋଷଣା କରିଛି ୨ ଲକ୍ଷ ଟଙ୍କା  ପର୍ଯ୍ୟନ୍ତ ଋଣ ଛାଡ ।  ଛତିଶଗଡ ସରକାର ଧାନର ଏମଏସପି  ଉପରେ ୭୫୦ ଟଙ୍କାର ବୋନସ ବି ଘୋଷଣା କରିଛନ୍ତି । ପଡୋଶୀ ର ଏଭଳି ପଦକ୍ଷପ  ପରେ ଏବେ ଚାପରେ ଆମ ରାଜ୍ୟ ସରକାର। ଖୁବ ଶୀଘ୍ର  ଚାଷୀଙ୍କ ପାଇଁ କିଛି ଖୁସି ଖବର ଘୋଷଣା  କରିପାରନ୍ତି ନବୀନ ସରକାର। ଏଭଳି ସଙ୍କେତ ବି ମିଳିଲାଣି।  କିନ୍ତୁ ଏଠି ପଛରେ ପଡିବାକୁ ଚାହୁଁନାହନ୍ତି  ଅନ୍ୟ ଦୁଇ ବିରୋଧୀ । କଡ଼ା ସମାଲୋଚନା କରିଛନ୍ତି ସରକାରଙ୍କୁ। ତେଣୁ ଚାଷୀକୁ ନେଇ ଏବେ ରାଜନୀତି ପାଣିପାଗ  ତତଲା  ।      

   Related Posts