Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ବିଜେପିରେ ସାମିଲ
  • ||
  • ମହାରାଷ୍ଟ୍ରରେ ବେକାବୁ କରୋନା ! ଗତ ୨୪ ଘଣ୍ଟାରେ ପାଖାପାଖି ୯ ହଜାର ସଂକ୍ରମତି ଚିହ୍ନଟ
  • ||
  • କଟକ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍
  • ||
  • ଝାରସୁଗୁଡା : ଗଛରେ ଝୁଲୁଛି ଜବାନଙ୍କ ମୃତଦେହ, ଆତ୍ମହତ୍ୟା ନା ହତ୍ୟା ?
  • ||
  • ସାଲେପୁର : ବୃଦ୍ଧାଙ୍କଠାରୁ ୧୪ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ପେନସନ୍ ଉଠାଇ ଖାଇବା ବେଳେ ଲୁଟ୍‌ର ଶିକାର
  • ||
  • ଭୁବନେଶ୍ବର : ମେ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା
  • ||
  • ସିରିଜ୍ ଦୁର୍ଘଟଣା : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ପିଟିଲା ଇନୋଭା, ୪ ଆହତ
  • ||
  • ଭୁବନେଶ୍ବର : ବାଣୀବିହାରରେ ବାଇକ୍‌କୁ ଧକ୍କା ଦେଇ ଫାୟାରଷ୍ଟେସନରେ ୩ଟି କାର୍‌କୁ ଧକ୍କାଦେଲା ଇନୋଭା
  • ||
  • କୁଚିଣ୍ଡା : ମା’-ପୁଅକୁ ଦଳିଦେଲା ଦନ୍ତା, ଗୁରୁତର ବାପା ମେଡିକାଲରେ ଭର୍ତ୍ତି
  • ||
  • ଲକ୍ଷ୍ନୌ : କାରକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର, ୭ମୃତ
  • ||

କୃଷି ବିଭାଗ ପରେ ସମବାୟ ବିଭାଗର କଳା କରାନାମାର ଫର୍ଦ୍ଦ ଖୋଲିଲେ ଦାମ, କୃଷିଋଣ ବାବଦକୁ ୭ ଶହ କୋଟି ଟଙ୍କାର ଦୁର୍ନୀତି

9/09/2018 at 2:19 AM

ଭୁବନେଶ୍ୱର ୦୮/୦୯ : ପୁଣି ସରକାରଙ୍କୁ ଟାର୍ଗେଟ କଲେ ଦାମ । କୃଷି ବିଭାଗ ପରେ ସମବାୟ ବିଭାଗର କଳା କରାନାମାର ଫର୍ଦ୍ଦ ଖୋଲିଲେ । ସମବାୟ ବ୍ୟାଙ୍କରୁ କୃଷିଋଣ ବାବଦକୁ ୭ ଶହ କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି ଦାମ ବାବୁ । କହିଛନ୍ତି, ସେ ମନ୍ତ୍ରୀ ଥିବା ବେଳେ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ ଫାଇଲକୁ ଚାପି ଦିଆଯାଇଛି । ଚାଷୀର ସ୍ବାର୍ଥ ଦୃଷ୍ଟିରୁ ସମବାୟ ଦୁର୍ନୀତିର ପର୍ଦ୍ଦାଫାଶ୍ ହେବା ଦରକାର ବୋଲି ଦାମ ଦାବି କରିଛନ୍ତି । ମନ୍ତ୍ରୀଙ୍କ ପାଖରେ କିନ୍ତୁ ଏନେଇ ଖବର ନାହିଁ । ତେବେ ଦାମଙ୍କ ବାଣ କିନ୍ତୁ ବିରୋଧୀଙ୍କୁ ଦେଇଛି ଭଲ ଖୋରାକ ।

   Related Posts