ଅଦିନିଆ ବର୍ଷାରେ ଫସଲ କ୍ଷତିଗ୍ରସ୍ତ;କ୍ଷତିପୂରଣ ଦାବିରେ ଓଡ଼ିଶା କୃଷକ ସଭା

Published By : Prameya-News7 Bureau | June 07, 2018 IST

ଅଦିନିଆ ବର୍ଷାରେ ଫସଲ କ୍ଷତିଗ୍ରସ୍ତ ହେ।ଇଥିବା ଚ।ଷୀଙ୍କ ପାଇଁ କ୍ଷତିପୂରଣ ଦେବାକୁ ଦାବି କରିଛି ଓଡ଼ିଶା କୃଷକ ସଭା । ଟାଙ୍ଗୀ ଚୌଦ୍ଵାର ତହସିଲ ଅଫିସ ଆଗରେ ଧାରଣା ଦେଇଛି ସଂଘ । ପ୍ରଧାନମନ୍ତ୍ରୀ ଫସଲ ବୀମାରେ ପ୍ରିମିୟମ ନେଇ ବୀମା କମ୍ପାନୀ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମାରାଶି ପ୍ରଦାନ କରାଯାଉନଥିବା ଅଭିଯେ।ଗ ହେ।ଇଛି । ଏନେଇ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରିଛି ସଂଘ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.