Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ମହୁମାଛି ସାଙ୍ଗେ ବନ୍ଧୁ ବାନ୍ଧିଛନ୍ତି ଚାଷୀ: ଦେହ-ମୁହଁରେ କରିଛନ୍ତି ବସା

1/08/2020 at 5:42 PM

ନୀଳଗିରି୧/୮: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଔପଦା ବ୍ଲକ ଈଶ୍ୱରପୁର ଅଞ୍ଚଳରେ ଅଦ୍ଭୁତ ଚାଷୀ ଯାହାଙ୍କର କି ମହୁମାଛି ସାଥି ଥିବା ଜଣାପଡିଛି। ଗୋଟେ ନୁହଁ କି ଦୁଇଟି ନୁହେଁ ହଜାର ହଜାର ମହୁମାଛି ତାଙ୍କ ଦେହ ମୁହଁରେ ବସିବା ଭଳି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଈଶ୍ୱରପୁର ତରତୁଆ ଗ୍ରାମର ଟୁକାରାମ। ତାଙ୍କ ବୟସ ୪୧ ବର୍ଷ। ବିଲକୁ ଯାଇଥିବା ବେଳେ ଗୋଟିଏ ମହୁମାଛି ତାଙ୍କ ମୁହଁରେ ବସି ପଡିଥିଲା। କ୍ଷଣିକ ମଧ୍ୟରେ ହଜାର ହଜାର ମହୁମାଛି ତାଙ୍କ ଛାତି, ବେକ ଓ ମୁହଁରେ ବସି ପଡିଥିଲେ। ସମ୍ପୃକ୍ତ ଚାଷୀ ଜଣକ ମହୁମାଛି ଧରିବାର କୌଶଳ ଜାଣିଥିବା ବେଳେ ମହୁମାଛିଙ୍କୁ ବହୁତ ଭଲ ପାଇଥାନ୍ତି। ସେ ଘରେ ୨୦ ରୁ ଅଧିକ ମହୁବାକ୍ସ ରଖି ଚାଷ କରୁଥିବା ବେଳେ ମହୁ ମାଛିଙ୍କୁ ଆଣି ସେ ଦେହରେ ବସାଇ ଥାଆନ୍ତି। ସେଥିପାଇଁ ତାଙ୍କୁ ମହୁମାଛି କୌଣସି କ୍ଷତି ନ କରି ଖେଳିଥାନ୍ତି। ଅଂଚଳରେ ଏଭଳି ଘଟଣା ପ୍ରଥମ ହୋଇଥିବାରୁ ଟୁକରାମ ପାଖକୁ ଏଭଳି ଦୃଶ୍ୟ ଦେଖିବାକୁ ଲୋକମାନଙ୍କ ସୁଅ ଛୁଟିଛି।

   Related Posts