Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଚଣ୍ଡିଖୋଲ: ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦର୍ପଣ ତହସିଲ ସମ୍ମୁଖରେ ଚାଷୀଙ୍କ ଧାରଣା

4/12/2020 at 1:19 PM

ଚଣ୍ଡିଖୋଲ୪/୧୨: ଦର୍ପଣ ତହସିଲ ସମ୍ମୁଖରେ ଚାଷୀଙ୍କ ଧାରଣା।ଚାଷ ଯେଉଁଠି ଉନ୍ନତି ସେଇଠି। ଯେଉଁ ଦେଶରେ ଚାଷୀଙ୍କୁ ଅଣାଦେଖା କରାଯାଇଛି, ସେହି ଦେଶରେ ଲୋକଙ୍କର ବିକାଶ ଚିନ୍ତା କରିବା ବୃଥା।ବଡଚଣା  ବଡଚଣା କଂଗ୍ରେସ ନେତା ଅଜୟ ସାମଲଙ୍କ ସହ ସାମ୍ବାଦିକ ରବି ଦାସ ଏମିତି ସ୍ଲୋଗାନ ଦେଇ ଧାରଣରେ ବସିଛନ୍ତି।

ବ୍ଲକ ଆଞ୍ଚଳିକ କୃଷକ ସଂଗ୍ରାମ ସମିତି ପକ୍ଷରୁ ଦର୍ପଣ ତହସିଲ ସମ୍ମୁଖରେ ଧାରଣାରେ ବସିଥିବା ଚାଷୀଙ୍କ ତରଫରୁ ବଡଚଣା କଂଗ୍ରେସ ନେତା ଅଜୟ ସାମଲ  ସହ ବରିଷ୍ଠ ସାମ୍ବାଦିକ ତାଙ୍କ ବିବୃତିରେ ପ୍ରକାଶ କରିଛନ୍ତି। କଳାଶ୍ରୀ, ଚାରିନଙ୍ଗଳ, ପଲେଇ, ପଣସୁଧା, ବରଦା, ମାତକାତପୁର୍, ପତରାଜପୁର୍, ସୁଙ୍ଗୁଡା ଓ ଦର୍ପଣୀଗଡ ରାଜସ୍ବ ଗ୍ରାମର ଜମିଜମା ରେକର୍ଡ ସଂଶୋଧନ ସହ ଅନ୍ୟାନ୍ୟ ରାଜସ୍ବ ସମସ୍ୟାର ସମାଧାନ ନେଇ ଚାଷୀ ଧାରଣାରେ ବସିଛନ୍ତି।

   Related Posts