ଚଣ୍ଡିଖୋଲ: ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦର୍ପଣ ତହସିଲ ସମ୍ମୁଖରେ ଚାଷୀଙ୍କ ଧାରଣା
4/12/2020 at 1:19 PM

ଚଣ୍ଡିଖୋଲ୪/୧୨: ଦର୍ପଣ ତହସିଲ ସମ୍ମୁଖରେ ଚାଷୀଙ୍କ ଧାରଣା।ଚାଷ ଯେଉଁଠି ଉନ୍ନତି ସେଇଠି। ଯେଉଁ ଦେଶରେ ଚାଷୀଙ୍କୁ ଅଣାଦେଖା କରାଯାଇଛି, ସେହି ଦେଶରେ ଲୋକଙ୍କର ବିକାଶ ଚିନ୍ତା କରିବା ବୃଥା।ବଡଚଣା ବଡଚଣା କଂଗ୍ରେସ ନେତା ଅଜୟ ସାମଲଙ୍କ ସହ ସାମ୍ବାଦିକ ରବି ଦାସ ଏମିତି ସ୍ଲୋଗାନ ଦେଇ ଧାରଣରେ ବସିଛନ୍ତି।

ବ୍ଲକ ଆଞ୍ଚଳିକ କୃଷକ ସଂଗ୍ରାମ ସମିତି ପକ୍ଷରୁ ଦର୍ପଣ ତହସିଲ ସମ୍ମୁଖରେ ଧାରଣାରେ ବସିଥିବା ଚାଷୀଙ୍କ ତରଫରୁ ବଡଚଣା କଂଗ୍ରେସ ନେତା ଅଜୟ ସାମଲ ସହ ବରିଷ୍ଠ ସାମ୍ବାଦିକ ତାଙ୍କ ବିବୃତିରେ ପ୍ରକାଶ କରିଛନ୍ତି। କଳାଶ୍ରୀ, ଚାରିନଙ୍ଗଳ, ପଲେଇ, ପଣସୁଧା, ବରଦା, ମାତକାତପୁର୍, ପତରାଜପୁର୍, ସୁଙ୍ଗୁଡା ଓ ଦର୍ପଣୀଗଡ ରାଜସ୍ବ ଗ୍ରାମର ଜମିଜମା ରେକର୍ଡ ସଂଶୋଧନ ସହ ଅନ୍ୟାନ୍ୟ ରାଜସ୍ବ ସମସ୍ୟାର ସମାଧାନ ନେଇ ଚାଷୀ ଧାରଣାରେ ବସିଛନ୍ତି।
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021