Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ଇନପୁଟ୍ ସବ୍‌ସିଡି ଓ କୃଷି ବୀମା ପ୍ରଦାନ ଦାବିରେ କୁଚିଣ୍ଡାରେ ଚାଷୀଙ୍କ ମହାବନ୍ଦ ପାଳନ

11/09/2019 at 9:38 AM

କୁଚିଣ୍ଡା ୧୧।୯: ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଚାଷୀଙ୍କ ବନ୍ଦ ପାଳନ । ଇନପୁଟ୍ ସବସିଡି ଓ କୃଷି ବୀମା ପ୍ରଦାନ ଦାବିରେ ଚାଷୀମାନେ ବନ୍ଦ ପାଳନ କରୁଛନ୍ତି । ସହରରେ ଦୋକାନ ବଜାର ବନ୍ଦ ଥିବାବେଳେ ଗାଡି ଚଳାଚଳ ପ୍ରଭାବିତ ହୋଇଛି ।

ଗତବର୍ଷ କୁଚିଣ୍ଡା ଉପଖଣ୍ଡରେ ଭୟାବହ ମରୁଡି ଦେଖାଦେଇଥିବା ବେଳେ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ । ବର୍ତ୍ତମାନ ଯାଏଁ ଉପଖଣ୍ଡର ଶହ ଶହ ଚାଷୀ ଇନପୁଟ ସବସିଡି ଓ ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି । ବାରମ୍ବାର ଏ ନେଇ ଦାବି ଉପସ୍ଥାପନ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ଏ ନେଇ  ଆଜି ଚାଷୀମାନେ କୁଚିଣ୍ଡା, ଜମନକିରା ଓ ବାମରା ବ୍ଲକରେ ଆଇନ ଅମାନ୍ୟ ସଦୃଶ୍ୟ ମହାବନ୍ଦ ପାଳନ କରୁଛନ୍ତି । ସକାଳ ୬ଟାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ । ସ୍ଥାନୀୟ ଅଞ୍ଚଳରେ ଦୋକାନ ବଜାର ମଧ୍ୟ ଖୋଲିନାହିଁ ।

   Related Posts