ଚାଷୀ ଆନ୍ଦୋଳନର ଅସଲ ଉଦ୍ଦେଶ୍ୟକୁ ନେଇ ଉଠିଲା ପ୍ରଶ୍ନ : 9pm Discussion (06.11.2018)

Published By : Prameya-News7 Bureau | November 07, 2018 IST

ଆଜିର ବିତର୍କ - ଚାଷୀ ମୋହରା । ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନ ପଛର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠିଲାଣି । ଚାଷୀ ଆନ୍ଦୋଳନର ଅସଲ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି, ରାଜ୍ୟର କିଛି ଆଗଧାଡ଼ିର ଚାଷୀନେତା । ନବ ନିର୍ମାଣ କୃଷକ ସଂଗଠନ ଆଣିଥିବା ସମସ୍ୟା ପ୍ରକୃତ ସମସ୍ୟା ନୁହେଁ ବୋଲି ସେମାନେ କହିଛନ୍ତି । ନିଜର ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ କିଛି ନେତା , ଚାଷୀଙ୍କୁ ବ୍ୟବହାର କରୁଥିବା ଆରୋପ ଆସିଛି । ସେପଟେ ରାଜନୈତିକ ଦଳ ଭିତରେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.