ଚାଷୀଙ୍କୁ ଚୂନ ଲଗାଇଲା ବୀମା କମ୍ପାନୀ
14/08/2018 at 11:41 PM

ଚାଷୀଙ୍କୁ ଠକିଦେଇଛି ବୀମା କମ୍ପାନୀ । ବର୍ଷା ଅଭାବରୁ ଚାଷ ଉଜୁଡିଲା, ବୀମା କମ୍ପାନୀ ଭରସା ଭାଙ୍ଗିଲା । ବଲାଙ୍ଗିରରେ ବୀମାକମ୍ପାନୀ ଚୋଳାମଣ୍ଡଲମ୍ ବିରୋଧରେ ସଙ୍ଗୀନ ଅଭିଯୋଗ । ବୀମା କମ୍ପାନୀର ଠକାମି ଶିକାରୀ ହୋଇଥିବା ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି । ତେବେ ଆଗାମି ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
Related Posts
ନିଜକୁ ଗୁଳି କରି ବିଏସ୍ଏଫ୍ ଯବାନଙ୍କ ଆତ୍ମହତ୍ୟା !
6 March 2021