Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଚାଷ କରୁଥିବା ସମୟରେ ପାଓ୍ବାର ଟ୍ରଲର ବାଜି ଚାଷି ଗୁରୁତର, ମେଡିକାଲରେ ଭର୍ତ୍ତି

20/11/2019 at 12:02 PM

ଆନନ୍ଦପୁର ୨୦।୧୧ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଶିବନାରାୟଣପୁର ଗାଁରେ ପାଓ୍ବାର ଟ୍ରେଲର  ଦୁର୍ଘଟଣା ଜଣେ ଚାଷୀ ଗୁରୁତର ହୋଇଛନ୍ତି  । ଚାଷୀ ଜଣଙ୍କ ହେଉଛନ୍ତି ବିଜୟ ଘଡେଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ସୂଚନାଯୋଗ୍ୟ ଯେ, ବିଜୟ ଆଜି  ନିଜ ବିଲରେ ପାଓ୍ବାର ଟ୍ରେଲର ଯୋଗେ ହଳ କରୁଥିବା ସମୟରେ  ଗୋଟିଏ ବିଲରୁ ଅନ୍ୟ ବିଲକୁ ନେଉଥିବା ସମୟରେ ତାଙ୍କ ବାମଗୋଡରେ ମାଡ ହୋଇଥଲା । ଯାହାଫଳରେ  ବିଜୟ ଘଡେଇ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ପରେ ତାଙ୍କ  ସ୍ବାସ୍ଥବସ୍ଥାରେ କ୍ରମାଗତ ଅବନତି ଯୋଗୁଁ ତାଙ୍କୁ  କଟକ ସ୍ଥାନାନ୍ତର କରାଯାଇଛି  ।

   Related Posts