ନୀଳଗିରିରେ ଭାଲୁ ଆତଙ୍କ ! ଭାଲୁ ଆକ୍ରମଣରେ ଜଣେ ଗୁରୁତର
26/06/2018 at 6:50 AM

ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ମହିସାପଟା ଅଂଚଳରେ ଭାଲୁ ଆତଙ୍କ ଦେଖାଦେଇଛି।ଏହିଗ୍ରାମକୁ ଭାଲୁ ଆଜି ସକାଳୁ ପଶିଆସିବା ପରେ ଜିତୁସାହୁ ଙ୍କ ଘରକୁ ପସିଯାଇଥିଲା।ପରେ ସେଠୁ ବାହାରି ବିଲରେ ଚାଷକାମକରୁଥିବା ସେହିଗ୍ରାମର ଜାଠା ସିଂର ପୁଅ ବୁଦୁ ସିଂ କୁ ଆକ୍ରମଣ କରିଥିଲା।ତାଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲ ରେ ଭର୍ତିକରାଯାଇଛି।ଭାଲୁ କୁ କ୍ଷତି ନପହଂଚିବା ଓ ଭାଲୁ ଦାଉରୁ ଗ୍ରାମବାସୀଙ୍କୁ ସୁରକ୍ଷାଦେବା ନେଇ ବ୍ୟାପକ ବନକର୍ମଚାରି ନିୟୋଜିତ ହୋଇଥିବା ଜଣାପଡିଛି।
Related Posts
ସୋଆରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
8 March 2021
ଜଙ୍ଗଲରେ ନିଆଁ ପାଇଁ ଅକଳରେ ବନବିଭାଗ, ଡକାଗଲା ଜରୁରୀ ବୈଠକ
8 March 2021