Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଶସ୍ୟବୀମା ଦାବୀ ରେ ଚାଷୀଙ୍କ ରାସ୍ତାରୋକ

19/07/2018 at 7:43 AM

ଶସ୍ୟବୀମା ଦାବୀ ରେ କୃଷକ ସଂଘ ପକ୍ଷରୁ ଗୋଲାମୁଣ୍ଡା ଠାରେ ରାସ୍ତାରୋକ । ୨୦୧୭-18 ରେ ସରକାର ପକ୍ଷରୁ ଘୋଷିତ ମରୁଡି ଆଚଂଳ ର ଚାଷୀ ଙ୍କ ଶସ୍ୟବୀମା ତାଲିକା ରୁ ବାଦ ଆଭିଯୋଗ ନେଇ ଗୋଲାମୁଣ୍ଡା ପଚଂ।ୟତ ସମେତ ଆନ୍ୟାନ୍ୟ ଆଚଂଳ ର ବାଦ ପଡିଥିବା ଚାଷୀ ଙ୍କୁ ତାଲିକାଭୁକ୍ତ କରିବାକୁ ଚାଷୀ ଦାବୀ କରୁଛନ୍ତି । ସଦ୍ୟତମ ବୀମା ଟଙ୍କା ପୈଠ ପାଇଁ ବ୍ୟାଙ୍କ ମାନଙ୍କୁ ଆସିଥିବା ତାଲିକା ରେ ଗୋଲାମୁଣ୍ଡା ,ମନଝରୀ, ଲତେର ,ମହାଳିଗଂ ,ବୋରଡି ପ୍ରମୁଖ ଗାଁ ଚାଷୀ ଙ୍କ ନାଁ ତାଲିକା ରୁ ବାଦ ପଡିଛି । ଯତେ ବଳେ କି ସରକାର ଙ୍କ ଇନପୁଟ ସବସିଡି କିମ୍ବା ମରୁଡି ପାଇଁ ବିହନ ବନଟନ କରାଗଲା ସେହି ତାଲିକା ରେ ବାଦ ପଡିଥିବା ଚାଷୀ ମରୁଡି ସହାୟତା ପାଇଛନ୍ତି । କିନ୍ତୁ ବ୍ୟାଙ୍କ ମାନଙ୍କ ରେ ବୀମା ଟଙ୍କା ପୈଠ ସତ୍ୱେ ଚାଷୀ ଙ୍କୁ ବୀମା ରାଶି ରୁ ବଚିଂତ କରାଯାଉଛି । ରାସ୍ତା ଆବରୋଧ ଫଳରେ ଧର୍ମଗଡ-ସିନାପାଲି ରାସ୍ତା ଯାତୟତ ବାଧାପ୍ରାପ୍ତ ହୋଇଛି ।

   Related Posts