ଶସ୍ୟବୀମା ଦାବୀ ରେ ଚାଷୀଙ୍କ ରାସ୍ତାରୋକ

Published By : Prameya-News7 Bureau | July 19, 2018 IST

ଶସ୍ୟବୀମା ଦାବୀ ରେ କୃଷକ ସଂଘ ପକ୍ଷରୁ ଗୋଲାମୁଣ୍ଡା ଠାରେ ରାସ୍ତାରୋକ । ୨୦୧୭-18 ରେ ସରକାର ପକ୍ଷରୁ ଘୋଷିତ ମରୁଡି ଆଚଂଳ ର ଚାଷୀ ଙ୍କ ଶସ୍ୟବୀମା ତାଲିକା ରୁ ବାଦ ଆଭିଯୋଗ ନେଇ ଗୋଲାମୁଣ୍ଡା ପଚଂ।ୟତ ସମେତ ଆନ୍ୟାନ୍ୟ ଆଚଂଳ ର ବାଦ ପଡିଥିବା ଚାଷୀ ଙ୍କୁ ତାଲିକାଭୁକ୍ତ କରିବାକୁ ଚାଷୀ ଦାବୀ କରୁଛନ୍ତି । ସଦ୍ୟତମ ବୀମା ଟଙ୍କା ପୈଠ ପାଇଁ ବ୍ୟାଙ୍କ ମାନଙ୍କୁ ଆସିଥିବା ତାଲିକା ରେ ଗୋଲାମୁଣ୍ଡା ,ମନଝରୀ, ଲତେର ,ମହାଳିଗଂ ,ବୋରଡି ପ୍ରମୁଖ ଗାଁ ଚାଷୀ ଙ୍କ ନାଁ ତାଲିକା ରୁ ବାଦ ପଡିଛି । ଯତେ ବଳେ କି ସରକାର ଙ୍କ ଇନପୁଟ ସବସିଡି କିମ୍ବା ମରୁଡି ପାଇଁ ବିହନ ବନଟନ କରାଗଲା ସେହି ତାଲିକା ରେ ବାଦ ପଡିଥିବା ଚାଷୀ ମରୁଡି ସହାୟତା ପାଇଛନ୍ତି । କିନ୍ତୁ ବ୍ୟାଙ୍କ ମାନଙ୍କ ରେ ବୀମା ଟଙ୍କା ପୈଠ ସତ୍ୱେ ଚାଷୀ ଙ୍କୁ ବୀମା ରାଶି ରୁ ବଚିଂତ କରାଯାଉଛି । ରାସ୍ତା ଆବରୋଧ ଫଳରେ ଧର୍ମଗଡ-ସିନାପାଲି ରାସ୍ତା ଯାତୟତ ବାଧାପ୍ରାପ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.