Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୧ କେଭି ବିଦ୍ୟୁତ ତାର ସଂପ୍ପର୍ଶ ରେ ଆସି ଯୁବ ଚାଷୀ ମୃତ୍ୟୁ

3/09/2018 at 7:51 PM

କଳାହାଣ୍ଡି ୦୩/୯ : ଚାଷ ଜମିରେ ଛିଣ୍ଡି ପଡିଥିବା ୧୧ କେଭି ବିଦ୍ୟୁତ ତାର ସଂପ୍ପର୍ଶରେ ଆସି ଯୁବ ଚାଷୀ ମୃତ୍ୟୁ । କଳାହାଣ୍ଡି କଲମପୁର ବ୍ଲକ ଦୁଲକୀବନ୍ଧ ଗାଁର ଘଟଣା । ମୃତକ ଜଣକ ହେଲେ ଏମ.ଶ୍ୟାମ କୁମାର । ଉତ୍ୟକ୍ତ ଲୋକଙ୍କ କୁଟ୍ରୃ ଠାରେ କ୍ଷତିପୂରଣ ଦାବୀରେ ରାସ୍ତାରୋକ । ଜୟପାଟଣା-ଭବାନୀପାଟଣା ଯାତାୟତ ବାଧାପ୍ରାପ୍ତ ।

   Related Posts