Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବିକ୍ରି ନହୋଇ ମଣ୍ଡିରେ ପଡିଛି ଧାନ : ତାତିଲେ ଚାଷୀ, ଟ୍ରାକ୍ଟରରେ ଧାନ ରଖି ଅବରୋଧ କଲେ ରାସ୍ତା

25/01/2021 at 3:52 PM

ପଦ୍ମପୁର ୨୫।୧: ବରଗଡ ଜିଲ୍ଲା ପଦ୍ମପୁର କନସିଂହାରେ ରାସ୍ତାରୋକ କଲେ ଚାଷୀ । ପଦ୍ମପୁର ଉପଖଣ୍ଡ ମଣ୍ଡିମାନଙ୍କରେ ବିକ୍ରି ହୋଇନପାରି ୫ ଲକ୍ଷ କ୍ବିଣ୍ଟାଲ ଧାନ ପଡିଥିବା ବେଳେ ସରକାର କି ପ୍ରଶାସନ କେହି ଶୁଣୁ ନଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯାହାକୁ ନେଇ ବାରମ୍ବାର ଚେତାବନୀ ଦେବା ସତ୍ତ୍ବେ ପଦକ୍ଷେପ ନିଆ ଯାଇନଥିବା ପ୍ରତିବାଦରେ ସୋମବାର ଚାଷୀମାନେ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି । ଉତ୍ତ୍ୟକ୍ତ ଚାଷୀ କନସିଂହାରେ ଟ୍ରାକ୍ଟରରେ ଧାନ ରଖି ରାସ୍ତା ଅବରୋଧ କରିଥିବାରୁ ବିଜୁ ଏକ୍ସପ୍ରେସରେ ଯାତାୟାତ ଠପ୍ ହୋଇଯାଇଛି ।

   Related Posts