ଟୋକନ ବ୍ୟବସ୍ଥାକୁ ବିରୋଧ କରି ୧୨ ଘଣ୍ଟିଆ ଅତାବିରା ବନ୍ଦ ଡାକରା

Published By : Prameya-News7 Bureau | November 20, 2019 IST

ବରଗଡ ୨୦।୧୧: ଟୋକନ ବ୍ୟବସ୍ଥାକୁ ବିରୋଧ କରି ୧୨ ଘଣ୍ଟିଆ ଅତାବିରା ବନ୍ଦ ଡାକରା ଦିଆଯାଇଛି । ରାଜ୍ୟ କୃଷକ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ ପାଇଁ ଆହ୍ବାନ । ବନ୍ଦ ଡାକରା ଫଳରେ ସମସ୍ତ ସରକାରୀ ଓ ବେସରକାରୀ  ଅଫିସ ବନ୍ଦ ରହିଛି । ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ କରାଯାଇଥିବା , ବେଳେ ଯାନବାହନ ଚଳାଚଳ ସ୍ବାଭାବିକ ରହିଛି ।

{"id":186935,"sizeSlug":"large"}

ସୂଚନାଯୋଗ୍ୟ ଯେ , ଟୋକନ ବ୍ୟବସ୍ଥା ବିରୋଧ କରି ୧୨ଘଣ୍ଟିଆ ଅତବାରି ବନ୍ଦ ଡାକରା ଦିଆଯାଇଛି ।ଗତକାଲି ବରଗଡ ଜିଲ୍ଲା ଯୋଗାଣ ଅଧିକାରୀ, ଉପନିବନ୍ଧକ ସମବାୟ ସମିତି ସମୂହଙ୍କ କାର୍ଯ୍ୟାଳୟରୁ ଧସେଇ ଚାଷୀ ପଶିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ତାଲା ପକାଇ ଦେଇଥିଲେ ଚାଷୀ । ସେହିଭଳି ଆତବିରା ଓ ଭେଡେନ୍‌ରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ତାଲା ପକାଇବା ସହ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.