Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଫରହାନ ଅଖତରଙ୍କ ‘ତୁଫାନ’କୁ ବଏକଟ୍ କରିବାକୁ ଉଠିଲା ଦାବି, ଟ୍ୱିଟରରେ ହେଲା ଟ୍ରେଣ୍ଡ୍, ଜାଣନ୍ତୁ କ’ଣ ରହିଛି କାରଣ

10/07/2021 at 12:10 PM

ନୂଆଦିଲ୍ଲୀ ୧୦/୦୭: ଫରହାନ ଅଖତରଙ୍କ ଆଗାମୀ ଫିଲ୍ମ ତୁଫାନକୁ ନେଇ ବିବାଦ ଉପୁଜିଛି। ସୋସିଆଲ ମିଡିଆରେ ଏହାକୁ  ବଏକଟ୍ କରିବାକୁ ଦାବି ରହିଛି। କିଛି ଟ୍ୱିଟର ୟୁଜର୍ସ କହିଛନ୍ତି ଯେ ଏଥିରେ ଲଭ୍ ଜିହାଦ ଦେଖାଯାଇଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଫରହାନ ଅଖତର ଏବଂ ମୃଣାଳ ଠାକୁର ଅଭିନୟ କରିଛନ୍ତି। ଫିଲ୍ମରେ ଫରହାନ ଅଖତରଙ୍କ ଚରିତ୍ରର ନାମ ଅଜିଲ ଅଲି ହୋଇଥିବାବେଳେ ମୃଣାଳ ଠାକୁରଙ୍କୁ ପୂଜା ଶାହା ରୂପେ ନଜର ଆସିବେ। ପୂଜାଙ୍କୁ ଅଜିଜ ଅଲିଙ୍କ ଗର୍ଲଫ୍ରେଣ୍ଡ ଏବଂ ପତ୍ନୀ ଭାବରେ ଦର୍ଶାଯାଇଛି, ଯାହାକୁ କିଛି ଲୋକ ବିରୋଧ କରୁଛନ୍ତି।

ଏଥି ସହିତ କିଛି ଲୋକ ସିଏଏ ଏବଂ ଏନଆରସି ପ୍ରସଙ୍ଗରେ ଫରହାନ ଅଖତରଙ୍କ ଫିଲ୍ମ ତୁଫାନକୁ ମଧ୍ୟ ବିରୋଧ କରୁଛନ୍ତି । କିଛି ଲୋକ କହୁଛନ୍ତି, ଫରହାନ୍ ସିଏଏ ଏବଂ ଏନଆରସି କୁ ବିରୋଧ କରିଥିଲେ, ତେଣୁ ତାଙ୍କର ଫିଲ୍ମକୁ ବଏକଟ୍ କରାଯିବ ।

ଜଣେ ଯୁଜର୍ ଲେଖିଛନ୍ତି – ଭାରତର ହିନ୍ଦୁ ସଂଖ୍ୟାଲଘୁ ଦେଶରେ ଆଜି ୱେବ୍ ସିରିଜ୍, ଫିଲ୍ମ, ସୋସିଆଲ୍ ମିଡିଆ ଇତ୍ୟାଦି ମାଧ୍ୟମରେ ହିନ୍ଦୁ ଧର୍ମ, ହିନ୍ଦୁ ଦେବା-ଦେବୀ ଏବଂ ହିନ୍ଦୁ ରୀତିନୀତିକୁ ଅପମାନ ଓ ଉପହାସ କରିବାର ପ୍ରକ୍ରିୟା ଜାରି ରହିଛି। ଏହି ସମସ୍ୟାଗୁଡିକୁ ବନ୍ଦ କରିବାର ଏକମାତ୍ର ଉପାୟ ହେଉଛି ହିନ୍ଦୁମାନଙ୍କର ଏକତା, ତେଣୁ ଦୟାକରି ସମର୍ଥନ କରନ୍ତୁ ।

   Related Posts