Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜିଠୁ ରାଜଧାନୀରେ ରାସନକାର୍ଡ ନଥିବା ବିପନ୍ନଙ୍କୁ ମିଳିବ ରିଲିଫ୍ : ସର୍ଭେ ଆଧାରରେ ଟଙ୍କା, ଚାଳଉ ଦେବ ବିଏମସି

13/05/2019 at 8:46 AM

ଭୂବନେଶ୍ୱର ୧୩\୫ : ଆଜିଠୁ ଭୁବନେଶ୍ବରରେ ରାସନ କାର୍ଡ ନଥିବା ହିତାଧିକାରୀଙ୍କୁ ରିଲିଫ ବାଣ୍ଟିବ ବିଏମସି । ରବିବାର ଦିନ ସର୍ଭେ ରିର୍ପୋଟ ବିଏମସି କମିଶନରଙ୍କ ହସ୍ତଗତ ହୋଇଥିଲା । ସର୍ଭେ ଆଧାରରେ ରାସନ କାର୍ଡ ନ ଥିବା ପରିବାରକୁ ବିଏମସି, ସରକାରଙ୍କ  ନିର୍ଦ୍ଦେଶ ଅନୁସାରେ ରିଲିଫ ଯୋଗାଇ ଦେବ । ଏହାସହ ଆଜି  ସହରରେ ପଡିରହିଥିବା ଅଳିଆ ଆବର୍ଜନା ଉଠା କାମ ଶେଷ ହେବ । ରିଲିଫ କାମ ଶେଷ ହେବା ପରେ ଭୁବନେଶ୍ବରରେ ଫୋନିରେ ହୋଇଥିବା କ୍ଷୟକ୍ଷତି ଆକଳନ କରିବା ସହ ମରାମତି କାମ ଆରମ୍ଭ ହେବ । ସେହିପରି ଭୁବନେଶ୍ବରକୁ ପୁନଃ ସୁବଜ ସୁନ୍ଦର କରିବାକୁ ସ୍ବତନ୍ତ୍ର ଯୋଜନା ହେବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ।

   Related Posts