Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||

ରୋଚକ ସ୍ଥିତିରେ ବନ ସଂରକ୍ଷଣ ଅଧିକାରୀଙ୍କ ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ପରିବାର

14/07/2021 at 9:24 PM

ସୋର, ୧୪/୦୭: ବନ ସଂରକ୍ଷଣ ଅଧିକାରୀଙ୍କ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ପରିବାର ଲୋକ । ପାରଳାଖେମୁଣ୍ଡିରେ ପୋଡି ହୋଇ ମୃତ୍ୟୁ ବରଣ କରିଥିବା ବନ ସଂରକ୍ଷଣ ଅଧିକାରୀଙ୍କର ବାପା ଓ ଭାଇ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି । ପୁଅ ବ୍ୟବହାର କରୁଥିବା ମୋବାଇଲ ଓ ଲାପଟପ ଜବତ କରିଲେ ସପୂର୍ଣ୍ଣ ସତ ପଦାକୁ ଆସିବା ସହିତ ବୋହୁକୁ ତଦନ୍ତ ପରିସରକୁ ଆଣିବାର ଆବଶ୍ୟକ ଥିବା ନେଇ ସେମାନେ କହିଛନ୍ତି ।

ପୋଡି ଯିବାର ୧୨ ଘଣ୍ଟା ପର୍ଯ୍ୟନ୍ତ ଆମକୁ ନଜଣାଇବା ବୋହୁ ପ୍ରତି ସନ୍ଦେହ ହେଉଥିବା ନେଇ ମଧ୍ୟ ସେମାନେ ଜଣାଇଛନ୍ତି । ଆସନ୍ତା କାଲି ଆମେ ପାରଳାଖେମୁଣ୍ଡି ଯାଇ ଜିଲ୍ଲାପାଳ, ଏସ୍‌ପି ଏବଂ ସ୍ଥାନୀୟ ଥାନାକୁ ଯାଇ ଅଭିଯୋଗ ଜଣାଇବୁ ବୋଲି ପରିବାର ଲୋକ କହିଛନ୍ତି ।

   Related Posts