Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

୧୧ଦିନ ହେଲା ଶବ ଗୃହରେ ପଡିରହିଛି ମୃତଦେହ, କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି ପରିବାରଲୋକ

22/02/2021 at 12:18 PM

ରାଉରକେଲା ୨୨।୨: ଦୀର୍ଘ ୧୧ ଦିନ ହେଲା ଉଠୁନି ଶବ । ରାଉରକେଲା ଆଇଜିଏଚ ଶବ ଗୃହରେ ଶବ ପଡି ରହିଛି । ପରିବାର ଲୋକେ ମୃତଦେହ ନେବାକୁ ନାରାଜ ।

ସୂଚନାଯୋଗ୍ୟ ଯେ, ଗତ ୧୧ ତାରିଖ ରାତିରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ନିୟୁ ପ୍ଲେଟ୍ ମିଲ୍ ବିଭାଗରେ କାମ କରୁଥିଲେ ରାଇସନ ମାରାଣ୍ଡି । ଦୁର୍ଘଟଣାରେ ରାଇସନ ଗୁରୁତର ହୋଇପଡିଥିଲେ । ଇସ୍ପାତ ଜେନେରାଲ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ବ୍ୟବସ୍ଥା ଅନୁସାରେ ପରିବାର ଲୋକଙ୍କୁ କ୍ଷତିପୂରଣ ଅର୍ଥ ମିଳିନି କି ପରିବାରର ଜଣଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇନାହାନ୍ତି କର୍ତ୍ତୃପକ୍ଷ । ଫଳରେ ପରିବାର ଲୋକେ ଆଇଜିଏଚରୁ ମୃତଦେହ ନେଉନାହାନ୍ତି ।

୧୧ ଦିନ ହେଲା ଆଇଜିଏଚ ଶବ ଗୃହରେ ମୃତଦେହ ପଡି ରହିଛି । ଶବ ଗୃହ ସମ୍ମୁଖରେ ପରିବାର ଲୋକ ଧାରଣାରେ ବସିଛନ୍ତି । କ୍ଷତିପୂରଣ ଏବଂ ଜଣଙ୍କୁ ଚାକିରି ନମିଳିବା ଯାଏଁ ମୃତଦେହ ନେବେନି ବୋଲି ପରିବାର ଲୋକ ଶୁଣାଇ ଦେଇଛନ୍ତି । ଘଟଣାକୁ ନେଇ ଶ୍ରମିକ ସଙ୍ଗଠନ ମୁହଁ ନଖୋଲିବା ବଡ ପ୍ରଶ୍ନ ଛିଡା କରିଛି ।

   Related Posts