Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ପୁଣି ଭାରରେ ବୁହାହେଲା ଶବ : ନଦୀ ନାଳ ପାର ହୋଇ ୧୦କି.ମି. ବୋହିନେଲେ ପରିବାର

7/09/2019 at 10:56 AM

କଳାହାଣ୍ଡି ୭।୯: ପୁଣି ଭାରରେ ୧୦କି.ମି. ବୁହାହେଲା ଶବ । କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ୍ ସିଲେଟ୍ ପଚଂ।ୟତର ରୁପେନ ଗାଁର ଗର୍ଭବତୀ ଲକ୍ଷ୍ମୀ ମାଝୀଙ୍କ ଭବାନୀପାଟଣାଠାରେ ମୃତ୍ୟୁ ହୋଇଥିଲା । ଶବକୁ ଗାଁକୁ ନେବାକୁ ମହାପ୍ରୟାଣ ଗାଡି ଯୋଗାଇ ଦେଇଥିଲେ ହେଁ ରାସ୍ତା ଖରାପ ଯୋଗୁଁ କେରପାଇ ପଚଂ।ୟତରେ ଛାଡି ଦେଇଥିଲା ଗାଡି । ଫଳରେ ସଂପର୍କୀୟ ଲଗାଣ ବର୍ଷ।ରେ ପ୍ରାୟ ୧୦ କି.ମି. ଭାରରେ ଶବ ବୋହି ପଟ୍ଟା ନଦୀ, ଭଗଂ। ପୋଲ ପାରି କରି ଗାଁରେ ପହଂଚିଥିଲେ । ନବଜାତ ଶିଶୁ ପୁତ୍ରର ସ୍ଥିତି ମଧ୍ୟ ଗୁରୁତର ରହିଛି । 

ସୂଚନାଯୋଗ୍ୟ ଯେ, ୨୦୧୭ ମସିହା ବନ୍ୟା ସମୟରୁ ଏହି ଅଚଂଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇରହିଛି । ଫଳରେ ଗାଁକୁ ଯିବାକୁ ରାସ୍ତା ନାହିଁ ।

   Related Posts