ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ
23/04/2018 at 10:13 AM

ବାଲିଅନ୍ତା ଥାନା ବେଣ୍ଟପୁରର ପୀତବାସ ଦାସଙ୍କ ସହ ବାଳକୃଷ୍ଣ ଦାସଙ୍କ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା
ଆଜି ପୀତବାସ ଘରେ ନଥିବା ବେଳେ ବାଳକୃଷ୍ଣଙ୍କ ପରିବାର ପୀତବାସଙ୍କ ଘରେ ପଶି ଅଶ୍ଳୀଳ ଗାଳିଗୁଲଜ କରିଥିଲେ
ଘରେ ପଶି କ୍ୟାମେରା ସହ ଅନ୍ୟାନ୍ୟ ଆସବାବ ମଧ୍ୟ ଭାଙ୍ଗିଦେଇଥିଲେ
ବେକରୁ ସୁନା ଚେନ ମଧ୍ୟ ଛଡାଇ ନେଇଛନ୍ତି
ବାଲିଅନ୍ତା ଥାନାରେ ମାମଲା ରୁଜ୍ଜୁ ହୋଇଛି