ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୁରୀ ଜିଲ୍ଲାପାଳ, ରଖିଲେ ପରିକ୍ରମା ପ୍ରକଳ୍ପର ସମ୍ପୂର୍ଣ୍ଣ ତଥ୍ୟ
  • ||
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ଅନୁଗୁଳରେ ମେଡିକାଲ ଯିବାବେଳେ ମହିଳାଙ୍କୁ ଝଡାଫୁଙ୍କା

27/08/2018 at 5:13 AM

ଅନୁଗୁଳ ୨୭|୮: ଅଟେ।ରେ ମହିଳାଙ୍କୁ ଝଡାଫୁଙ୍କା । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ମାମୁରିଆ ନୁଆଁସାହିର ଘଟିଛି ଏଭଳି ଘଟଣା । ପେଟ କାମୁଡ଼ିବାରୁ ନୁଆଁସାହିର ରୁନା ଭୂତିଆଙ୍କୁ ଅଟେ।ରେ ଛେଣ୍ଡିପଦା ମେଡିକାଲ ନିଆଯାଉଥିଲା । ମେଡିକାଲ ଯିବା ବାଟରେ ଜଣେ ଲୋକ ଗୁଣିଆ ଡକାଇ ତାଙ୍କୁ ଝଡାଫୁଙ୍କା କରୁଥିବାର ଦେଖିବାକୁ ମିଳିଛି । ଏମିତି ଫୁଙ୍କିଲେ ପେଟକାମୁଡା ଭଲ ହୋଇଯିବ ବେ।ଲି ଗୁଣିଆ ଜଣଙ୍କ କହିଥିଲେ । ତାଙ୍କ କଥାକୁ ମହିଳା ଜଣକ ବିଶ୍ବାସ କରି ଝଡାଫୁଙ୍କା ପାଇଁ ଅନୁମତି ଦେଇଥିଲା । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲେ।ଡନ ସୃଷ୍ଟି କରିଛି ।

   Related Posts