ରାଜଧାନୀରୁ ନକଲି ମହିଳା ଆଇପିଏସ୍ ଗିରଫ
24/04/2020 at 10:26 PM

ଭୁବନେଶ୍ବର୨୪/୪: ରାଜଧାନୀରୁ ନକଲି ମହିଳା ଆଇପିଏସ୍ ଗିରଫ। କ୍ୟାପିଟାଲ ପୋଲିସ୍ ସଂପୃକ୍ତ ନକଲି ମହିଳା ଆଇପିଏସକୁ ଗିରଫ କରିଛି। ପୋଲିସ ପୋଷାକରେ ଥିବାବେଳେ ତାଙ୍କୁ ଗିରଫ କରିଛି ପୋଲିସ୍। କରୋନା ଓ ଲକ ଡାଉନ୍ ସମୟରେ ବିଭିନ୍ନ ଥାନାରେ ପାଉଥିଲେ ସୁବିଧା । ସବୁଠାରୁ ଆଶ୍ଚର୍ଯ୍ୟର କଥା ରାଜଧାନୀରେ ନକଲି ଆଇପିଏସ୍ କହି ଘୂରି ବୁଲୁଥିଲେ।
Related Posts
ମାଛ ଜାଲରେ ଫସିଗଲା ଅଜଗର, ଘଣ୍ଟାଏ ପରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ
25 January 2021