Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ନକଲି ଭିଜିଲାନ୍ସ ନାଁରେ ଲୁଟ

4/05/2018 at 10:18 AM

ଭୁବନେଶ୍ୱର ମଂଚେଶ୍ୱର ରେଳ ଡବା କାରଖାନା ଅଧିକାରୀଙ୍କ ଘରୁ ଲୁଟ ….ଏକ ନାଲି ରଙ୍ଗର ଆପାଚି ଗାଡିରେ ଆସିଥିଲା ଲୁଟେରା ….ଘରେ କେହି ମୁରବି ନଥିଲେ ….ଘରେ ଛୋଟ ପିଲାଙ୍କୁ ଭିଜିଲାନ୍ସ ରେଡ ହେବ ବୋଲି କହି ଘରେ ଥିବା ସୁନା ଗହଣା ଓ ଟଙ୍କା ଦେଇଦେବାକୁ ବାପା କହିଛନ୍ତି ବୋଲି ପିଲାଙ୍କୁ କହିଥିଲା ଲୁଟେରା …. ଏହା ପରେ ପିଲାମାନେ ସବୁ ଲୁଟେରାକୁ ଦେଇଦେଇଥିଲେ …..ସବୁ ନେଇ ଚମ୍ପଟ ମାରିଲା ଲୁଟେରା … ଏନେଇ ଜି.ଶ୍ରୀନିବାସ ଥାନାରେ ଏତଲା ଦେଇଛନ୍ତି ….ଘଟଣାସ୍ଥଳରେ ପୋଲିସ କମିଶନର ଓ ଡିସିପି ପହଂଚି ଖୋଳତାଡ଼ କରୁଛନ୍ତି ….

Leave a Reply

   Related Posts