ନକଲି ଭିଜିଲାନ୍ସ ନାଁରେ ଲୁଟ
4/05/2018 at 10:18 AM

ଭୁବନେଶ୍ୱର ମଂଚେଶ୍ୱର ରେଳ ଡବା କାରଖାନା ଅଧିକାରୀଙ୍କ ଘରୁ ଲୁଟ ….ଏକ ନାଲି ରଙ୍ଗର ଆପାଚି ଗାଡିରେ ଆସିଥିଲା ଲୁଟେରା ….ଘରେ କେହି ମୁରବି ନଥିଲେ ….ଘରେ ଛୋଟ ପିଲାଙ୍କୁ ଭିଜିଲାନ୍ସ ରେଡ ହେବ ବୋଲି କହି ଘରେ ଥିବା ସୁନା ଗହଣା ଓ ଟଙ୍କା ଦେଇଦେବାକୁ ବାପା କହିଛନ୍ତି ବୋଲି ପିଲାଙ୍କୁ କହିଥିଲା ଲୁଟେରା …. ଏହା ପରେ ପିଲାମାନେ ସବୁ ଲୁଟେରାକୁ ଦେଇଦେଇଥିଲେ …..ସବୁ ନେଇ ଚମ୍ପଟ ମାରିଲା ଲୁଟେରା … ଏନେଇ ଜି.ଶ୍ରୀନିବାସ ଥାନାରେ ଏତଲା ଦେଇଛନ୍ତି ….ଘଟଣାସ୍ଥଳରେ ପୋଲିସ କମିଶନର ଓ ଡିସିପି ପହଂଚି ଖୋଳତାଡ଼ କରୁଛନ୍ତି ….
Related Posts
କରୋନାର ଦ୍ୱିତୀୟ ଲହର ନେଇ ଢେଙ୍କାନାଳରେ ଯାଞ୍ଚ କଡାକଡି
13 April 2021