Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||

ଏହି ସବୁ ଫେକ୍‌ ଫଟୋ ଯାହା ଅସଲି ଭାବି ସୋସିଆଲ ମିଡିଆରେ ହୋଇଥିଲା ଭାଇରାଲ

24/10/2019 at 9:58 AM

ଏହି ୭ ଟି ଫଟୋକୁ ଅସଲି ଭାବି ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା। ଏହି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଲୋକେ ଏହାକୁ ପ୍ରକୃତ ଫଟୋ ବୋଲି ଭାବିଥିଲେ। କିନ୍ତୁ ଏହି ଫଟୋ ବାସ୍ତବରେ ନକଲି। ଫଟୋସପ୍‌ କରାଯାଇ ଏହି ଫଟୋକୁ ଭାଇରାଲ କରାଯାଇଥିଲା।

୧- ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ଫଟୋରେ ଜଣେ ଯୁବତୀ କାଉଣ୍ଟରରେ ଚଢିଥିଲେ ହେଲେ ଫଟୋସପ ଦ୍ବାରା ଏହି ଫଟୋକୁ ଏମିତି କରାଯାଇଥିଲା।

୨- ଅନେକ ମୁହଁ ଥିବା ସାପର ଏହି ଫଟୋ ପ୍ରକୃତରେ ଫଟୋସପ ସାହାଯ୍ୟରେ ଏମିତି କରାଯାଇଥିଲା।

୩- ଏହି ଫଟୋ ସୋସିଆଲ ମିଡିଆରେ ଆସିଥିବା ବେଳେ ବର ଓ କନ୍ୟା ଙ୍କୁ ଦେଖି ଲୋକେ କହିଥିଲେ ଯେ, ସ୍ବାପିଂ ମେଶିନ ଦ୍ବାରା କନ୍ୟାଦାନ ହେଉଛି। ଫଟୋସପ ଦ୍ବାରା ଏହି ଫଟୋ ଯୋଡା ଯାଇଥିଲା।

୪- ଝାଂସି କି ରାଣି ଭଳି ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା। ଫଟୋସପ ଦ୍ବାରା ଫଟୋ ବଦଳାଯାଇଥିଲା।

୫- ବିମାନରେ ଯାତ୍ରା କରୁଥିବାବେଳେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋ ଅସଲି ନୁହେଁ।

୬- ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କର ଏହି ଫଟୋ ଇଣ୍ଟରନେଟରେ ଧମାଲ କରିଥିଲା। ଫଟୋରେ ସେ ଏୟାର ହସଟେସଙ୍କ ସହ ସେ ନଜର ଆସିଛନ୍ତି। ଯାହା ଫଟୋସପ ଦ୍ବାରା କରାଯାଇଛି।

୭- ଭାରତରେ ବୁଲେଟ ଟ୍ରେନର ଏହି ଫଟୋ ନକଲି ଥିଲା ।

 

   Related Posts