ଏହି ସବୁ ଫେକ୍ ଫଟୋ ଯାହା ଅସଲି ଭାବି ସୋସିଆଲ ମିଡିଆରେ ହୋଇଥିଲା ଭାଇରାଲ
24/10/2019 at 9:58 AM

ଏହି ୭ ଟି ଫଟୋକୁ ଅସଲି ଭାବି ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା। ଏହି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଲୋକେ ଏହାକୁ ପ୍ରକୃତ ଫଟୋ ବୋଲି ଭାବିଥିଲେ। କିନ୍ତୁ ଏହି ଫଟୋ ବାସ୍ତବରେ ନକଲି। ଫଟୋସପ୍ କରାଯାଇ ଏହି ଫଟୋକୁ ଭାଇରାଲ କରାଯାଇଥିଲା।

୧- ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ଫଟୋରେ ଜଣେ ଯୁବତୀ କାଉଣ୍ଟରରେ ଚଢିଥିଲେ ହେଲେ ଫଟୋସପ ଦ୍ବାରା ଏହି ଫଟୋକୁ ଏମିତି କରାଯାଇଥିଲା।

୨- ଅନେକ ମୁହଁ ଥିବା ସାପର ଏହି ଫଟୋ ପ୍ରକୃତରେ ଫଟୋସପ ସାହାଯ୍ୟରେ ଏମିତି କରାଯାଇଥିଲା।

୩- ଏହି ଫଟୋ ସୋସିଆଲ ମିଡିଆରେ ଆସିଥିବା ବେଳେ ବର ଓ କନ୍ୟା ଙ୍କୁ ଦେଖି ଲୋକେ କହିଥିଲେ ଯେ, ସ୍ବାପିଂ ମେଶିନ ଦ୍ବାରା କନ୍ୟାଦାନ ହେଉଛି। ଫଟୋସପ ଦ୍ବାରା ଏହି ଫଟୋ ଯୋଡା ଯାଇଥିଲା।

୪- ଝାଂସି କି ରାଣି ଭଳି ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା। ଫଟୋସପ ଦ୍ବାରା ଫଟୋ ବଦଳାଯାଇଥିଲା।

୫- ବିମାନରେ ଯାତ୍ରା କରୁଥିବାବେଳେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋ ଅସଲି ନୁହେଁ।

୬- ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କର ଏହି ଫଟୋ ଇଣ୍ଟରନେଟରେ ଧମାଲ କରିଥିଲା। ଫଟୋରେ ସେ ଏୟାର ହସଟେସଙ୍କ ସହ ସେ ନଜର ଆସିଛନ୍ତି। ଯାହା ଫଟୋସପ ଦ୍ବାରା କରାଯାଇଛି।

୭- ଭାରତରେ ବୁଲେଟ ଟ୍ରେନର ଏହି ଫଟୋ ନକଲି ଥିଲା ।