କଲେଜ କର୍ତ୍ତୃପକ୍ଷଙ୍କୁ ନକଲି ବାପା ମା ଭୟ

Published By : Prameya-News7 Bureau | July 01, 2018 IST

ଆଉ ଦିନକ ପରେ ବିଜେବି ଜୁନିଅର କଲେଜରେ ଆରମ୍ଭ ହେବ ଆଡ଼ମିଶନ ପ୍ରକ୍ରିୟା | ପ୍ରଥମ ପର୍ଯ୍ୟାୟ ଆଡ଼ମିଶନ ପାଇଁ କଟା ଅଫ ମାର୍କ ମଧ୍ୟ ଘୋଷଣା ହୋଇସାରିଛି | ତେବେ ବିଜେବି କଲେଜ କର୍ତ୍ତୃପକ୍ଷଙ୍କୁ ଘାରିଛି ନକଲି ବାପା ମା ଭୟ | ଏନେଇ ଅଭିଭାବକ ମାନଙ୍କୁ ସାବଧାନ ରହିବାକୁ କଲେଜ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.