Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ୱର ରେଳଷ୍ଟେସନରୁ ୩ଲକ୍ଷ ଟଙ୍କାର ଜାଲ ନୋଟ ଜବତ

25/05/2018 at 6:24 AM

ଭୁବନେଶ୍ୱର ରେଳଷ୍ଟେସନରୁ ରାଜସ୍ୱ ଗୁଇନ୍ଦା ଵିଧାଗ ୩ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିଛି । କାମାକ୍ଷା-ଯଶୱନ୍ତପୁର ଏକ୍ସପ୍ରେସରୁ ଏହି ନକଲି ୨୦୦୦ଟଙ୍କିଆ ନୋଟ ସବୁ ଜବତ ହୋଇଛି । ଜଣେ ବାଂଲାଦେଶୀ ଯୁବକ ଏହି ଟଙ୍କା ନେଇ ବାଙ୍ଗାଲୁରୁ ଯାଉଥିଲା । ତେବେ ଖବର ପାଇଁ ରଜସ୍ଵଗୁଇନ୍ଦା ବିଭାଗ ଭୁବନେଶ୍ୱର ଷ୍ଟେସନ ଠାରେ କାମାକ୍ଷା-ଯଶୱନ୍ତପୁର ଏକ୍ସପ୍ରେସ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବା ମାତ୍ରେ ଚଢ଼ଉକରି ଏହି ସବୁ ଟଙ୍କା ଜବତ କରିଛି । ବାଂଲାଦେଶରେ ଏହି ଜାଲ ନୋଟ ପ୍ରସ୍ତୁତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସମ୍ପୃକ୍ତ ଯୁବକକୁ ଅଟକ ରଖି ଗୁଇନ୍ଦା ବିଭାଗ ଅଧିକ ପଚରାଉଚରା କରୁଛି ।

Leave a Reply

   Related Posts