୨ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ, ୩ ଗିରଫ

Published By : Prameya-News7 Bureau | March 06, 2020 IST

ବରଗଡ ୬।୩: ବରଗଡ ଭଟଲିରୁ ୨ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ନକଲି ନୋଟ୍ ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ନକଲି ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍ ଜବତ ହୋଇଥିବା ଜଣାପଡିଛି ।

{"id":233915,"sizeSlug":"large"}

ଗିରଫ ୩ଜଣ ହେଲେ ଛତିଶଗଡ ରାଇଗଡର ମଙ୍ଗଲୁ ମାଲଖାର, କଟକର ସୁଦର୍ଶନ ମହାନ୍ତି, ବରଗଡର ପ୍ରଫୁଲ୍ଲ ମେହେର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.