Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ପୁଣି କଟକ ଜଗତପୁରରୁ ନକଲି ତେଲ କାରଖାନା ଠାବ

26/06/2018 at 6:54 AM

ନକଲି ତେଲ କାରଖାନା ଠାବ । କଟକ ଜଗତପୁର ନିକଟରୁ ନକଲି ତେଲ କାରଖାନା ଠାବ ହୋଇଛି । ଟ୍ରକ ଟର୍ମିନାଲ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ଏହି କାରଖାନା ଚାଲିଥିଲା । ଗତକାଲି ବିଳମ୍ବିତ ରାତିରେ ଜଗତପୁର ପୋଲିସ ଚଢାଉ କରିଛି । ବ୍ୟାପକ ପରିମାଣର ନକଲି ତେଲ ଜବତ କରିଛି ପୋଲିସ । ଏଥି ସହ ନକଲି କାରଖାନା ଚାଲିଥିବା ଘରକୁ ପୋଲିସ ସିଲ୍ କରିଛି ।

   Related Posts