Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ନକଲି ଜର୍ଦ୍ଦା ଜବତ : ଜଣେ ଗିରଫ

25/11/2019 at 1:21 PM

ଭଦ୍ରକ ୨୫/୧୧: ବାଇକ ସହ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି।ଏହି ମାମଲାରେ ଜଣକୁ ଗିରଫ କରାଯାଇଛି। ନକଲି ଜର୍ଦ୍ଦା ଆଡ୍ଡା ଉପରେ ଚଢ଼ାଉ କରିଛି ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ ।

ମିର୍ଜାପୁର ଅଞ୍ଚଳରେ ବେଆଇନ ଜର୍ଦ୍ଦା ତିଆରି ହେଉଥିବା ଖବର ପାଇ ପୁରୁଣାବଜାର ପୋଲିସ ଚଢ଼ାଉ କରି ସେକ ବବଲୁକୁ ଗିରଫ କରିଥିବା ସୂଚନା ମିଳିଛି । ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ବିଭିନ୍ନ କମ୍ପାନୀର ଖାଲି ଡବା ଓ ଲେବୁଲକୁ ମଧ୍ୟ ପୋଲିସ ଜବତ କରିଛି ।ନକଲି ଜର୍ଦ୍ଦା ପାଇଁ ଆବଶ୍ୟକୀୟ କେମିକାଲ  , ସେଣ୍ଟ ଓ  ନକଲି ଜର୍ଦ୍ଦାପତି  ପୋଲିସ ହାତରେ ଲାଗିଛି ।.

   Related Posts