ନକଲି ଆଇଏଏସ୍ ଅଫିସର ସହଯେ।ଗୀକୁ ଗିରଫ କରିଛି ପେ।ଲିସ

Published By : Prameya-News7 Bureau | June 07, 2018 IST

ଗିରଫ ପରେ ନକଲି ଆଇଏଏସ୍ ଅଫିସରଙ୍କ କଳା କାରନାମାର ଫିଟୁଛି ଗୁମର । ନକଲି ଆଇଏଏସ୍ ଅଫିସର ସହଯେ।ଗୀକୁ ଗିରଫ କରିଛି ପେ।ଲିସ । ସଂପୃକ୍ତ ବ୍ୟକ୍ତି ସାରସକଣାର ଜଣେ ସାମ୍ବାଦିକ ବେ।ଲି ଜଣାପଡିଛି । ଉଭୟଙ୍କୁ କେ।ର୍ଟ ଚାଲାଣ କରାଯାଇଛି । ଗିରଫ ସାମ୍ବାଦିକଙ୍କ ଘରୁ ଅନେକ ଜାଲ ନିଯୁକ୍ତପତ୍ର ଜବତ କରିଛି ପେ।ଲିସ । ଗତ ୫ ତାରିଖରେ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଦାମୋଦରପୁର ଗାଁରୁ ନକଲି ଆଇଏଏସ୍ ରଜତ ପଣ୍ଡାକୁ ଗିରଫ କରିଥିଲା ପୋଲିସ । ନିଜକୁ ମାଲକାନଗିରି ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ବୋଲି ପରିଚୟ ଦେଇ ଅନେକ ଲୋକଙ୍କୁ ଠକୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.