Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

କଟକରେ ଅପମିଶ୍ରିତ ଘିଅ କାରଖାନା ଠାବ, ଜଣେ ଅଟକ

29/11/2020 at 3:45 PM

କଟକ ୨୯।୧୧: ନକଲି ଖାଦ୍ୟ ପଦାର୍ଥ ତିଆରିର ପେଣ୍ଠ ପାଲଟିଛି କଟକ । ପୁଣି କଟକ ୪୨ମୌଜାର ଶ୍ରୀରାମ ମାର୍କେଟରେ ନକଲି ଘିଅ କାରଖାନା ଠାଵ ହୋଇଛି । କାରଖାନା ଉପରେ ସଦର ପୋଲିସ ଚଢାଉ କରିଥିବା ବେଳେ ଵିପୁଳ ପରିମାଣରେ ଅପମିଶ୍ରିତ ଘିଅ ଜଵତ ହୋଇଛି ।

ଅପମିଶ୍ରଣ ଅଭିଯୋଗରେ ଜଣେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେପ୍ଟେମ୍ବର ୨୬ରୁ ଆଜି ମଧ୍ୟରେ କମିଶନରେଟ୍ ପୋଲିସ ଚଢ଼ାଉ କରି ୮ଟି ନକଲି ଖାଦ୍ୟ ସାମଗ୍ରୀ ତିଆରି କାରଖାନା ଠାଵ କରିବା ସହ ସେଗୁଡିକୁ ସିଲ୍ କରିଛି। ଗତକାଲି ନୂଆଵଜାର ଅଞ୍ଚଳରେ ନକଲି ଘିଅ କାରଖାନା ଠାଵ କରିଥିଲା । ଘଟଣାରେ ଚାଲିଛି ପୋଲିସ ଅଧିକ ତନାଘନା ଚଳାଇଛି।

   Related Posts