ନକଲି ଡାକ୍ତରଙ୍କ ଦୌରାତ୍ମ୍ୟ, ନ୍ୟୁଜ୍7 ର ଷ୍ଟିଙ୍ଗ୍ ଅପରେସନ୍

Published By : Prameya-News7 Bureau | August 22, 2018 IST

ନକଲି ଡାକ୍ତରଙ୍କ ଦୌରାତ୍ମ୍ୟ, ରୋଗୀଙ୍କ ଜୀବନ ସହ ଖେଳ । କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ଓ ରାଜନଗର ପ୍ରଭୃତି ବ୍ଳକ୍ ରେ ନକଲି ଡାକ୍ତରଙ୍କ ଦୌରାତ୍ମ୍ୟରୁ ହିଁ ତୀବ୍ର ଆଲୋଡ଼ନ । କାରଣ ନକଲି ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ରୋଗୀଙ୍କ ପ୍ରାଣ ମଧ୍ୟ ଯାଉଛି । ନ୍ୟୁଜ୍ ସେଭେନ୍ ଷ୍ଟିଙ୍ଗ୍ ଅପରେସନ୍ ରୁ ସାଂଘାତିକ ସ୍ଥିତିର ମିଳିଛି ଠୋସ୍ ପ୍ରମାଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.