Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ନକଲି ଡାକ୍ତର ଗିରଫ

13/11/2019 at 9:12 AM

ସୁନ୍ଦରଗଡ଼ ୧୩/୧୧: ସୁନ୍ଦରଗଡ଼ ଜିଲ୍ଲାର ନକଲି ଡାକ୍ତର ଏବେ ପୋଲିସ ପଞ୍ଝାରେ । ସୁନ୍ଦରଗଡ ଟାଉନ ଥାନା ପୋଲିସ ତାକୁ ଗିରଫ କରିଛି । ରାଉରେକେଲା ସେକ୍ଟର ୧୫ ଅଞ୍ଚଳରୁ ନକଲି ଡାକ୍ତର ପଦ୍ମନାଭ ମୁଖି କାରୁଆକୁ ଉଠାଇ ନେଇଥିଲା ପୋଲିସ । ତାଙ୍କୁ ଅଧିକ ଜେରା ଚାଲିଛି ।

ଜିଲ୍ଲାରେ ଏହି ନକଲି ଡାକ୍ତରଙ୍କ କାରନାମା ବେସ ଚର୍ଚ୍ଚାରେ ଥିଲା । ନୂଆଗାଁ  ସ୍ବାସ୍ଥ୍ୟ କେନ୍ଦ୍ରରେ ନକଲି ସାର୍ଟିଫିକେଟ୍ ଦେଖାଇ ସେ ବର୍ଷ ବର୍ଷ ଧରି ରୋଗୀ ଦେଖିଛନ୍ତି ।  ନକଲି ଏମବିବିଏସ ସାର୍ଟିଫିକେଟ ଦେଇ ଡାକ୍ତର ଚାକିରି ହାତେଇଛନ୍ତି । ଦରମା ବାବଦକୁ ୪୦ ମାସରେ ନେଲେଣି ୨୦ ଲକ୍ଷ ଟଙ୍କା । ଅଭିଯୋଗକୁ ୮ ମାସ ବିତିଗଲା ପରେ ବି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ତେବେ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ପରେ ପୋଲିସ ତାଙ୍କୁ ଗିରଫ କରିଛି ।

   Related Posts