ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆତ୍ମ ସମର୍ପଣ କଲେନି ସିଦ୍ଧୁ, ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ମାଗିଲେ ସମୟ
  • ||
  • ସନ୍ଧ୍ୟାରେ ରୟାଲ୍ସ ବନାମ କିଙ୍ଗସ, ଜିତିଲେ ପ୍ଲେ-ଅଫରେ ଏଣ୍ଟ୍ରି କରିବ ରାଜସ୍ଥାନ
  • ||
  • ଲାଲୁ ପରିବାରକୁ ଗୁଡ୍ ମର୍ଣ୍ଣିଂ କଲା ସିବିଆଇ : ସକାଳୁ ସକାଳୁ ୧୭ ଜାଗାରେ ଚଢଉ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୦ ପଜିଟିଭ୍
  • ||
  • ଶନିବାରଠୁ ବଢିବ ତାତି, ଆସନ୍ତା ସପ୍ତାହରେ ଲଘୁଚାପ
  • ||
  • ୨୭ ମାସ ପରେ ମୁକୁଳିଲେ ଆଜମ ଖାନ, ସ୍ୱାଗତ ପାଇଁ ପହଁଚିଲେ ଶିବପାଲ ଯାଦବ
  • ||
  • ରାଜଧାନୀରେ ବୋମାମାଡ, ସହିଦନଗର ଥାନା ପୋଲିସର ତଦନ୍ତ ଜାରି
  • ||
  • ମଧ୍ୟାହ୍ନରେ ଆତ୍ମସମର୍ପଣ କରିବେ ସିଦ୍ଧୁ, ବର୍ଷେ ପାଇଁ ଯିବେ ଜେଲ୍ !
  • ||
  • ଆଜି ଜେଲରୁ ମୁକୁଳି ପାରନ୍ତି ଆଜମ ଖାନ, ଜେଲରେ ପହଁଚିଲା ଜାମିନ ଆଦେଶ
  • ||

ଭଦ୍ରକରୁ ୭୫୦୦ ଟଙ୍କା ନକଲି ନୋଟ ଜବତ

30/08/2018 at 4:00 AM

ଭଦ୍ରକ ୩୦/୮ : ଡିମୋନିଟାଇଜେସନ ପରେ ବି ଚାଲିଛି ନକଲି ନୋଟ କାରବାର । ଭଦ୍ରକ ଜିଲ୍ଲା ଶଙ୍କରପୁରରେ ଥିବା ଏକ ଷ୍ଟେସନାରୀ ଦୋକାନରୁ ସାମଗ୍ରୀ କିଣିବା ବେଳେ ଧରା ପଡିଛି ନକଲି ନୋଟ । ଭଦ୍ରକ ପୁରୁଣା ବଜାର ଥାନା ପୋଲିସ ୭୫୦୦ ଟଙ୍କା ନକଲି ନୋଟ ଜବତ କରିଛି । ଶେଖ୍ ବାବୁ ନାମକ ଜଣେ ସ୍ଥାନୀୟ ଯୁବକକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି । ଜବତ ନୋଟ ମଧ୍ୟରେ ଗୋଟିଏ ଦୁଇ ହଜାର ଟଙ୍କା, ଦୁଇଟି ପାଂଚ ଶହ ଟଙ୍କିଆ ଓ ୪୫ ଟି ଶହେ ଟଙ୍କିଆ ନୋଟ ରହିଛି । ଏହି ନୋଟ ଗୁଡିକ ବାବୁ ଯାଜପୁରର ଜଣେ ବ୍ୟକ୍ତି ଠାରୁ ଆଣନ୍ତି ବୋଲି ପୋଲିସ ନିକଟରେ ପ୍ରକାଶ କରିଛି ।

   Related Posts