Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କର୍ଣ୍ଣାଟକକୁ ମିଳିଲା ନୂଆ ମୁଖିଆ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମ୍ମାଇ
  • ||
  • ବଙ୍ଗୋପସାଗରରେ ଲଘୁଚାପ, ଆସନ୍ତା ୩୦ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା
  • ||
  • ମାଓ ସହିଦ ସପ୍ତାହରେ ଜାରି ଲାଗିଲା ପୋଷ୍ଟର, ଜାରି ହେଲା ଅଡିଓ ଟେପ୍
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୯ ଜଣଙ୍କ ଜୀବନ
  • ||
  • ସାମାନ୍ୟ ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୭୦୩ କରୋନା ପଜିଟିଭ୍
  • ||

ନକଲି ଜିନିଷର ଆସର ପାଲଟିଛି କଟକ ; ଜଗତପୁରରେ ନକଲି ସିମେଣ୍ଟ କାରାଖାନା ଠାବ

6/05/2018 at 7:52 AM

କଟକ ଜଗତପୁର ଶିଳ୍ପାଞ୍ଚଳରେ ନକଲି ସିମେଣ୍ଟ କାରାଖାନା ଠାବ ହୋଇଛି … ୭,୫୦୦ ବସ୍ତା ନକଲି ସିମେଣ୍ଟ ଜବତ କରାଯାଇଛି … ଏହାସହ ୨୩୮୦ ଖାଲି ବସ୍ତା ମଧ୍ୟ ଜବତ କରିଛି ପୋଲିସ … ଘଟଣାରେ ଜଣକୁ ଗିରଫ କରିଛି ପୋଲିସ … ଗିରଫ ବ୍ୟକ୍ତି ଜଣକ ଭୁବନେଶ୍ବରର ଲଳିତ କୁମାର ଜୈନ … ଇଣ୍ଡିଆ ସିମେଣ୍ଟ ନାମରେ ବନାଉଥିଲେ ସିମେଣ୍ଟ … ନକଲି ସିମେଣ୍ଟ କାରଖାନା ଖବର ପାଇ ଚଢାଉ କରିଥିଲା ପୋଲିସ ….

Leave a Reply

   Related Posts