Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଏବେ ଫେସବୁକ୍ ମ୍ୟାସେଞ୍ଜରରୁ ହଟିଲା ଏହି ଫିଚର : ଭୋଗିପାରନ୍ତି ସମସ୍ୟା

27/12/2019 at 3:26 PM

ନୂଆଦିଲ୍ଲୀ ୨୭/୧୨: ଫେସବୁକ୍ ମ୍ୟାସେଞ୍ଜରର ସାଇନ୍ ଅପ୍ ପ୍ରୋସେସରେ ଏକ ପରିବର୍ତ୍ତନ କରିଛି। ଏହା ଏକ ବଡ଼ ପରିବର୍ତ୍ତନ ବୋଲି କୁହାଯାଉଛି। କାରଣ ଏବେ ମ୍ୟାସେଞ୍ଜର ଲାଇଟକୁ ଆପଣ ବିନା ଫେସବୁକ୍ ଆକାଉଣ୍ଟରେ ଆକ୍ସେସ୍ କରି ପାରିବେ ନାହିଁ। ଏବେ ସୁଦ୍ଧା କେବଳ ଫୋନ୍ ନମ୍ବରରୁ ଫେସବୁକ୍ ମେସେଞ୍ଜର ଲାଇଟ୍ ଆପରେ ଆକାଉଣ୍ଟ କରାଯାଉଥିଲା।

ଫେସବୁକ୍ ବେଞ୍ଚରବିଟକୁ ଦେଇଥିବା ଏକ ଷ୍ଟେଟମେଣ୍ଟରେ ଏହି ପରିବର୍ତ୍ତନକୁ ସ୍ପଷ୍ଟ କରିଛି। ଏହା ପୂର୍ବରୁ ନୂଆ ୟୁଜର୍ସ ମ୍ୟାସେଞ୍ଜର ଲାଇଟକୁ ବିନା ଫେସବୁକ୍ ଆକାଉଣ୍ଟରେ କେବଳ ଫୋନ୍ ନମ୍ବର ଜରିଆରେ ଆକ୍ସେସ୍ କରିପାରୁଥିଲେ।

   Related Posts