ଫେସ୍‌ବୁକରେ ପ୍ରେମ ନିବେଦନ କରି ନିର୍ଧୁମ ଛେଚା ଖାଇଲେ ଯୁବକ

Published By : Prameya-News7 Bureau | September 20, 2020 IST

ଦିଘା୨୦/୯: ହ୍ବାଟସ୍‌ଆପ୍‌ ଏବଂ ଫେସ୍‌ବୁକ୍‌ରେ ପ୍ରେମ ନିବେଦନ କରି ନିର୍ଧୁମ ଛେଚା ଖାଇଲେ ଯୁବକ। ଖାଲି ସେତିକି ନୁହେଁ ସୋସିଆଲ ମିଡିଆ ଜରିଆରେ ଏହି ଯୁବକ ଜଣଙ୍କ ଯୁବତୀଙ୍କୁ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ହୋଇଛି।ଏହି ଘଟଣାରେ ତିନି ଯୁବତୀ ମିଶି ଯୁବକଙ୍କୁ ନିର୍ଧୁମ ଛେଚିଲେ।ବାଲେଶ୍ବର ଅଞ୍ଚଳ ଦିଘାରେ ରହି ଯୁବକ କାମ କରୁଥିଲେ। ଫେସ୍‌ବୁକ୍‌ ଏବଂ ନମ୍ବର ଆଣି ହ୍ବାଟସ୍‌ଆପ୍‌ରେ ପ୍ରେମ ନିବେଦନ କରିଥିଲେ। ମାତ୍ର ଯୁବତୀ ଜଣକ ଏଥିରେ ରାଜି  ନ ହେବାରୁ ଶେଷରେ ସେମାନଙ୍କୁ ଦୁର୍ବ୍ୟବହାର କରି ଆସୁଥିଲା। ଶେଷରେ ଯୁବତୀ ଜଣକ ନିଜ ସାଙ୍ଗ ମାନଙ୍କ ସହିତ ଜଳେଶ୍ୱର ଆସି ଉକ୍ତ ଯୁବକକୁ ଦିଘାରୁ  ଡକାଇ ନିରର୍ଧୁମ ଛେଚି ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.