Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||
  • ଢେଙ୍କାନାଳ : ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଚଣ୍ଡିଖୋଲ : ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍‌, ହାଇୱା ଓ ଟ୍ରକ ଜବତ
  • ||
  • ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ବିଜେପିରେ ସାମିଲ
  • ||
  • କଟକ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍
  • ||

ଚିଲିକାରେ ହେଲିକପ୍ଟର ପ୍ରସଙ୍ଗରେ ବୈଜୟନ୍ତଙ୍କ ଫେସବୁକ୍ ଲାଇଭ – ଶୁଣନ୍ତୁ କ’ଣ କହିଛନ୍ତି ବୈଜୟନ୍ତ …

19/09/2018 at 8:21 PM

ଭୁବନେଶ୍ୱର ୧୯/୦୯: ଚିଲିକାରେ ହେଲିକପ୍ଟର ଉଡ଼ାଣ ପ୍ରସଙ୍ଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ସ୍ପଷ୍ଟିକରଣ ରଖିଛନ୍ତି । ତାଙ୍କୁ ହଇରାଣ କରିବା ପାଇଁ ବିଧିବଦ୍ଧ ଉଦ୍ୟମ ହୋଇଛି ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଫେସବୁକ୍ ଲାଇଭ୍ରେ ସେ ପ୍ରତିକ୍ରିୟା ରଖିଛନ୍ତି । ଦେଖନ୍ତୁ ଏହି ଭିଡ଼ିଓ ଓ ଜାଣନ୍ତୁ ସେ କ’ଣ କହିଛନ୍ତି …

   Related Posts