କାଳବୈଶାଖୀ ଯୋଗୁଁ ଦୁଇ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି

Published By : Prameya-News7 Bureau | May 09, 2020 IST

ମୁନିଗୁଡା୯/୫: ଲକଡାଉନ୍ ଯୋଗୁଁ ଲୋକେ ଘରୁ ବହାରିପାରୁ ନଥିବା ବେଳେ ଦାଉ ସାଧିଛି କାଳବୈଶାଖୀ ଓ ପ୍ରଭାବିତ ହୋଇଛନ୍ତି ୨୫ରୁ ଅଧିକ ପରିବାର ।

{"id":267265,"sizeSlug":"large"}

 ଗତକାଲି ରାତିରେ କାଳବୈଶାଖୀର ପ୍ରଭାବରେ ବିଷମକଟକ ବ୍ଲକ ଥୁଆପାଡି ପଞ୍ଚାୟତର ଘାଗୁଡିପଦର ଓ ଥୁଆପାଡି ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

{"id":267266,"sizeSlug":"large"}

କାଳ ବୈଶାଖୀ ଫଳରେ କାହା ଘରର ଟିଣ ଉଡ଼ାଇ ଦେଇଛିତ ଆଉ କାହାର କାନ୍ଥ ପଡ଼ିଯାଇଛି । ଏପରିକି ବିଭିନ୍ନ ସ୍ଥାନରେ  ଗଛପଡ଼ି ବ୍ୟାପକ କ୍ଷୟ କ୍ଷତି ହୋଇଥିବା ଜଣା ପଡ଼ିଛି । ରାଜସ୍ୱ ବିଭାଗ ଅଧିକାରୀ ପହଞ୍ଚି କ୍ଷୟ କ୍ଷତିର ଆକଳନ ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.