NREGS କାମ ଚାଲିଥିବା ବେଳେ ବିସ୍ଫୋରଣ, ୩ ଶ୍ରମିକ ଆହାତ
5/06/2020 at 12:35 PM

ବ୍ରହ୍ମପୁର୫/୬: ଏକ ଅଭାବନୀୟ ଘଟଣା ଘଟିଛି। NREGS କାମ ଚାଲିଥିବା ବେଳେ ବିସ୍ଫୋରଣ ଘଟି ୩ ଶ୍ରମିକ ଆହତ ହୋଇଛନ୍ତି। କବିସୂର୍ଯ୍ୟନଗର ଥାନା ବାଉଁଶିଆ ବି.ନୂଆପଲି ଗାଁରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ଗାଁ ପୋଖରୀରେ କାମ ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା। ଆହତଙ୍କୁ ପୋଲସରା ମେଡିକାଲରେ ଭର୍ତ୍ତି। କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021