କାବୁଲ ୧୧।୧୨: ଆଫଗାନିସ୍ତାନ ରାଜଧାନୀ କାବୁଲ ନିକଟରେ ପୁଣି ବୋମା ବିସ୍ଫୋରଣ । କାବୁଲ ନିକଟ ବଗରାମରେ ଆମେରିକା ବାୟୁ ସେନା ବେସ୍ ନିକଟରେ ଥିବା ଚିକିତ୍ସା ଶିବିର ନିକଟରେ ଏକ ଶକ୍ତିଶାଳି ଆତ୍ମଘାତୀ ବୋମା ବିସ୍ଫୋରଣ ହେବାର ସୂଚନା ମିଳିଛି । ଆତ୍ନଘାତୀ ବିସ୍ଫୋରଣରେ କୌଣସି ମୃତାହାତର ସୂଚନା ମିଳିନଥିବା ବେଳେ ସୈନ୍ୟ ବେସ୍ର ଗେଟ୍କୁ ନଜରରେ ରଖି ବିସ୍ଫୋରଣ କରାଯାଇଛି ବୋଲି ଆମେରିକା ସେନା କହିଛି ।
wp:core-embed/twitter {"url":"https://twitter.com/ANI/status/1204607605290631168","type":"rich","providerNameSlug":"twitter","className":""} /wp:core-embed/twitterମୁଁ ଇଣ୍ଡିଆ ମେଣ୍ଟ ଗଢ଼ିଥିଲେ ବି ପଶ୍ଚିମବଙ୍ଗରେ କଂଗ୍...