ଆଫଗାନିସ୍ତାନ ରାଜଧାନୀରେ ଭୟଙ୍କର ବିସ୍ଫୋରଣ: ୧୩ ମୃତ, ୩୦ ଆହତ

Published By : Prameya-News7 Bureau | October 24, 2020 IST

କାବୁଲ ୨୪/୧୦: ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମରେ ପୁଲ-ଏ-ଖୁସ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଅତିକମ୍‌ରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି।

wp:core-embed/twitter {"url":"https://twitter.com/ANI/status/1320007433788420097","type":"rich","providerNameSlug":"twitter","className":""}
https://twitter.com/ANI/status/1320007433788420097
/wp:core-embed/twitter

ଆତଙ୍କବାଦୀ ମାନବ ବୋମା ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। କିନ୍ତୁ ଏହାକୁ ସେନା ପଣ୍ଡ କରିଥିଲେ ହେଁ ସେମାନେ ଲୁଚି ରହିଥିବା ଏକ ଟ୍ରେନିଂ ସେଣ୍ଟରରେ ବିସ୍ଫୋରଣ କରିଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.