Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତେଲକୋଇ : ପାଠ ନପଢି ମୋବାଇଲ୍‌ରେ ଖେଳୁଥିଲେ ଫ୍ରି ଫାୟାର ଗେମ୍, ଦଶମ ଶ୍ରେଣୀ ଛାତ୍ର ଗୁରୁତର
  • ||
  • ଅନୁଗୋଳ : କିରୋସିନ ଢାଳି ବୋହୂକୁ ପୋଡିଦେବାକୁ ଶ୍ବଶୁରଙ୍କ ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଉଦଳା : ACFO ସୌମ୍ୟଙ୍କ ମୃତ୍ୟୁ ପରେ ବିଦ୍ୟାଭାରତୀଙ୍କ ମନରେ ନଥିଲା ଦୁଃଖ ! ଘଟଣା ରାତିର ଦୃଶ୍ୟ ବଖାଣିଲେ ଏସସିବିରୁ ଘରକୁ ନେଇ ଫେରିଥିବା ଡ୍ରାଇଭର
  • ||
  • ରାଇରଙ୍ଗପୁର : ଟ୍ରାକ୍ଟର ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ
  • ||
  • ନବରଙ୍ଗପୁର : ମୁହଁ ଖୋଲିଲେ ବିଦ୍ୟାଭାରତୀଙ୍କ ସାଙ୍ଗ ଅକ୍ଷୟ : ‘ବନ୍ଧୁ ଭଳି ମିଶୁଥିଲୁ, ପାଠପଢା ସରିବା ପରେ ଆମ ଭିତରେ ନଥିଲା କୌଣସି ସମ୍ପର୍କ’
  • ||
  • କର୍ଣ୍ଣାଟକକୁ ମିଳିଲା ନୂଆ ମୁଖିଆ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମ୍ମାଇ
  • ||
  • ବଙ୍ଗୋପସାଗରରେ ଲଘୁଚାପ, ଆସନ୍ତା ୩୦ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା
  • ||
  • ସମ୍ବଲପୁର : ହୀରାକୁଦର ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ, ବର୍ଷା ଲାଗି ରହିଲେ ଆହୁରି ଗେଟ୍ ଖୋଲିବା ସମ୍ଭାବନା
  • ||
  • ଆନନ୍ଦପୁର : ଟ୍ରାକ୍ଟରରେ ମାଟି ଲୋଡ୍ ବେଳେ ଅଘଟଣ, ମାଟି ଅତଡା ଧସି ନାବାଳକ ମୃତ
  • ||
  • ମାଓ ସହିଦ ସପ୍ତାହରେ ଜାରି ଲାଗିଲା ପୋଷ୍ଟର, ଜାରି ହେଲା ଅଡିଓ ଟେପ୍
  • ||

ଲୋକଙ୍କୁ ମିଳୁନି, ହେଉଛି ଏକ୍ସପାୟରୀ : ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସୁଥିବା ସରକାରୀ ଔଷଧ ଭାସୁଛି ବନ୍ୟା ପାଣିରେ

2/09/2020 at 3:21 PM

ଚାନ୍ଦବାଲି ୨।୯: କଥାରେ ଅଛି ସରକାର କା ମାଲ ଦରିଆ ମେ ଡାଲ । ଏମିତି ଏକ ଅଭିଯୋଗ ଆସିଛି  ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଟପୁର ପଞ୍ଚ।ୟତ ଖଟୁଆସାହି ଅଙ୍ଗନଓ୍ବାଡି କେନ୍ଦ୍ରରେ ।

ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସୁଥିବା ଔଷଧ ବଣ୍ଟା ନଯାଇ ସେଗୁଡିକୁ ବହୁ ଦିନ ଧରି ରଖିବା ଫଳରେ ଔଷଧ ଗୁଡିକ ଏକ୍ସପାୟରୀ ହୋଇଯିବାରୁ ବନ୍ୟା ଜଳରେ ଅଙ୍ଗନଓ୍ବାଡି କର୍ମୀ ଭସାଇ ଦେଇଥିଲେ । ନିଜର ଦୋଷ ଲୁଚାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି ଔଷଧଗୁଡିକ ଗ୍ରାମ ପାଖ ବନ୍ୟାଜଳରେ ଭାସୁଥିବାର ସକାଳୁ ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ । ଗ୍ରାମବାସୀମାନେ ଏହାକୁ ଉଦ୍ଧାର କରି ଆଣିଥିଲେ । ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

   Related Posts