Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଅର୍ଥ ମନ୍ତ୍ରାଳୟର ବ୍ୟୟ ସଚିବ ଟି.ଭି ସୋମନାଥନ ଅର୍ଥ ସଚିବ ଭାବେ ନିଯୁକ୍ତ

28/04/2021 at 11:20 PM

ନୂଆଦିଲ୍ଲୀ ୨୮/୦୪: କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବ୍ୟୟ ସଚିବ ଟି.ଭି ସୋମନାଥନଙ୍କୁ ଅର୍ଥ ସଚିବ ଭାବେ ନିଯୁକ୍ତ କରାଯାଇଛି। କାର୍ମିକ ମନ୍ତ୍ରଣାଳୟ ଏ ସଂପର୍କରେ ବୁଧବାର ନିର୍ଦ୍ଦେଶାନାମା ଜାରି କରିଛି।

ସୋମନାଥ ତାମିଲୁନାଡୁ କ୍ୟାଡରର ୧୯୮୭ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ। କ୍ୟାବିନେଟ୍ ନିଯୁକ୍ତ କମିଟି ଅର୍ଥ ବିଭାଗର ବ୍ୟୟ ସଚିବ ସୋମନାଥଙ୍କୁ ଅର୍ଥ ମନ୍ତ୍ରଣାଳୟର ଅର୍ଥ ସଚିବ ଭାବେ ନାମିତ କରିବାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଅର୍ଥ ମନ୍ତ୍ରାଳୟରେ ସମସ୍ତ ସଚିବଙ୍କ ମଧ୍ୟରେ ବରିଷ୍ଠଙ୍କୁ ଅର୍ଥ ସଚିବ ଭାବେ ନାମିତ କରାଯାଏ।

ସୋମନାଥନଙ୍କ ବ୍ୟାଚ୍‌ର ଦେବାଶିଷ ପଣ୍ଡା ଅର୍ଥ ସେବା ବିଭାଗର ସଚିବ ଅଛନ୍ତି। ତୁହିନ କାନ୍ତ ପାଣ୍ଡେ ଏବଂ ଅଜୟ ସେଠ କ୍ରମଶଃ ନିବେଶ ଓ ସାର୍ବଜନୀନ ସଂପତ୍ତି ପ୍ରବନ୍ଧନ ବିଭାଗର ସଚିବ ଏବଂ ଅର୍ଥ ବ୍ୟାପାରର ସଚିବ ଅଛନ୍ତି।

   Related Posts