ଜନମତ ସର୍ବେକ୍ଷଣ (EXIT POLL) ମହାରାଷ୍ଟ୍ର ଓ ହରିୟାଣାରେ ପୁଣି କ୍ଷମତାକୁ ଫେରିବ ବିଜେପି

Published By : Prameya-News7 Bureau | October 21, 2019 IST

ଜନମତ ସର୍ବେକ୍ଷଣ (EXIT POLL) ମହାରାଷ୍ଟ୍ର ଓ ହରିୟାଣାରେ ପୁଣି କ୍ଷମତାକୁ ଫେରିବ ବେଜେପି

ଟାଇମସ୍‌ ନାଓ ସିଏନ୍‌ଏକ୍ସ 

ବିଜେପି ଶିବ ସେନା ୨୩୦ ଆସନ , କଂଗ୍ରେସ ଏନ୍‌ସିପି ୪୦ ଓ ଅନ୍ୟ ୧୦

ଏବିପି ଲୋକ ନିତି  ସିଡିଏସ୍‌

ବିଜେପି ଶିବ ସେନା ୧୯୨-୨୧୬ ଆସନ , କଂଗ୍ରେସ ଏନ୍‌ସିପି ୫୫-୮୧ ଓ ଅନ୍ୟ ୪-୨୧

ନ୍ୟୁଜ ୧୮

ବିଜେପି ଶିବ ସେନା ୨୪୩ ଆସନ , କଂଗ୍ରେସ ଏନ୍‌ସିପି ୪୧ ଓ ଅନ୍ୟ ୧୬

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.