ବଦଳିଲେ ଅବକାରୀ ସବ୍‌ ଇନ୍ସପେକ୍ଟର, ଖବର ସଂଗ୍ରହ ବେଳେ କାର୍ଯ୍ୟରତ ସାମ୍ୱାଦିକଙ୍କୁ କରିଥିଲେ ଆକ୍ରମଣ

Published By : Prameya-News7 Bureau | July 06, 2021 IST

ନୟାଗଡ଼, ୦୬/୦୭: ନୟାଗଡରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସରକାର ପଦକ୍ଷେପ ନେଇଛନ୍ତି । ଅବକାରୀ ସବ୍ ଇନ୍ସପେକ୍ଟର ଧନଞୟ  ପାତ୍ରଙ୍କୁ ଗଞାମ ଜିଲ୍ଲାକୁ ବଦଳି କରାଯାଇଛି । ତାଙ୍କୁ ତୁରନ୍ତ ରିଲିଭ୍ କରିବାକୁ କମିଶନରଙ୍କ  ନିର୍ଦ୍ଦେଶ ରହିଥିବା ଜଣାପଡ଼ିଛି ।

ଏ ନେଇ ନୟାଗଡ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି । ଗତ ୨୫ ତାରିଖରେ ସିଜ୍ ନକଲି ମଦର ଫଟୋ ଉଠାଉଥିବାବେଳେ ଦୁଇଜଣ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଧନଞୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.