Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ
  • ||
  • ଆଖିବୁଜିଲେ ଫ୍ଲାଇଂ ଶିଖ୍ ତଥା କିମ୍ୱଦନ୍ତୀ ଧାବକ ମିଲଖା ସିଂହ
  • ||
  • ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକ
  • ||
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||

ଖୋର୍ଦ୍ଧାରେ ଅବକାରୀ ବିଭାଗର ଚଢାଉ ; ୧୨୫ ଗ୍ରାମ ବ୍ରାଉନ ସୁଗାର ସହ ୩ ଗିରଫ

17/08/2018 at 12:51 PM

ଖୋର୍ଦ୍ଧା ୧୭/୮ : ଖୋର୍ଦ୍ଧ। ସହରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ କରିଛି । ଚଢ଼ାଉ କରି ୧୨୫ ଗ୍ରାମ ବ୍ରାଉନ ସୁଗାର, ନଗଦ ୫୦ ହଜାର ଟଙ୍କା ସହ ଆପାଚି ବାଇକ୍ ଜବତ କରିଛି । ୩ ଯୁବକଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଯୁବକ ମାନେ ହେଲେ ଖୋର୍ଦ୍ଧ। ଟାଉନ ଥାନା ଅନ୍ତର୍ଗତ ମଠ ସାହିର ବୃନ୍ଦାବନ ପ୍ରଧାନ, କିରଣ କୁମାର ସ୍ବାଇଁ, ବରୁଣଇେ ସାହିର ସୌମ୍ୟ ରଂଜନ ନାୟକ । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ପୋଲିସ ସୂଚନା ଦେଇଛି । ଚଢାଉରେ ଖୋର୍ଦ୍ଧ।, ଟାଙ୍ଗି ଅବକାରୀ ବିଭାଗ ସମେତ କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍ବାଡ୍ର ୪ଟି ଟିମ୍ ସାମିଲ ହୋଇଥିଲେ।

   Related Posts